April 26, 2026

ଓଡିଶା ମେଲୋଡି ଆସୋସିଏସନ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ ଲକ୍ଷ ୨୧ ହଜାର ଟଙ୍କା ଦାନ ଭୁବନେଶ୍ୱର :(ସମୀର ରଞ୍ଜନ ନାୟକ) ଓଡିଶା ମେଲୋଡି

IMG-20230731-WA0015
Share

ଓଡିଶା ମେଲୋଡି ଆସୋସିଏସନ ତରଫରୁ
ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ ଲକ୍ଷ ୨୧ ହଜାର ଟଙ୍କା ଦାନ

ଭୁବନେଶ୍ୱର :(ସମୀର ରଞ୍ଜନ ନାୟକ) ଓଡିଶା ମେଲୋଡି ଆସୋସିଏସନ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ ଲକ୍ଷ ୨୧ ହଜାର ଟଙ୍କା ଦାନ କରାଯାଇଛି । ଆଜି ଭୁବନେଶ୍ୱର(ମଧ୍ୟ)ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନାଙ୍କ ଉପସ୍ଥିତିରେ ସଂଘର ସଭାପତି ଶ୍ରୀ ଶ୍ୟାମ କୁମାର,ଉପ ସଭାପତି ଶ୍ରୀ କୁନା ଦାସ, ସାଧାରଣ ସଂପାଦକ ପ୍ରଦୀପ୍ତ କୁମାର ମହାନ୍ତି(ନିଲୁ), କୋଷାଧ୍ୟକ୍ଷ ଶ୍ରୀ ପ୍ରଦୀପ ମହାପାତ୍ର ପ୍ରମୁଖ ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଉଦ୍ଦେଶ୍ୟରେ ଏହି ସହାୟତା ଅର୍ଥ ଚେକ୍ ଆକାରରେ ପ୍ରଦାନ କରିଛନ୍ତି ।