June 13, 2026

ସେଣ୍ଟ ଜୋନ ସ୍କୁଲରେ ବନମହୋତ୍ସବ ପାଳିତ ବ୍ରାହ୍ମଣୀଗାଁ

IMG-20230728-WA0007
Share

– ସେଣ୍ଟ ଜୋନ ସ୍କୁଲରେ ବନମହୋତ୍ସବ ପାଳିତ ବ୍ରାହ୍ମଣୀଗାଁ date 28/7/23 କନ୍ଧମାଳ ଜିଲ୍ଲା ବାଲିଗୁଡା ସେଣ୍ଟ ଜୋନ ସ୍କୁଲରେ ବନମହୋତ୍ସବ ପାଳିତ l ଆକି ବାଲିଗୁଡା ସେଣ୍ଟ ଜୋନ ସ୍କୁଲ ପରିସର ମଧ୍ୟରେ ବନମହୋତ୍ସବ ପାଳିତ ହୋଇ ଯାଇଛି l ମୁଖ୍ୟ ଅତଥିଭାବେ ବାଲିଗୁଡା ସହକାରୀ ବନ ସଂରକ୍ଷକ ମନୋରଞ୍ଜନ ବାଘ ଯୋଗଦେଇ ଥିଲେ l ସ୍କୁଲ କର୍ତ୍ତପକ୍ଷ ପକ୍ଷରୁ ସହକାରୀ ବନ ସଂରକ୍ଷକ ଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ l ସ୍କୁଲ ପରିସର ମଧ୍ୟରେ ବୃକ୍ଷ ରୋପଣ କରାଯାଇଥିଲା ପରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ସୁସ୍ଥ ପରିବେଶ ଓ ମନୁଷ୍ୟ ସମାଜ ପାଇଁ ବୃକ୍ଷ ର ଆବଶ୍ୟକତା କଣ ରହିଛି ସେନେଇ ଆଲୋଚନା କରିଥିଲେ ଏବଂ ଛାତ୍ର ଛାତ୍ରୀ ଅଭିଭାବକ ମାନଙ୍କୁ ନିଜ ଗାଁ ଦାଣ୍ଡ ଘର ପରିବେଶ ମଧ୍ୟରେ ବୃକ୍ଷ ରୋପଣ ପାଇଁ ଅପିଲ କରିଥିଲେ l(କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ରୁ ମନୋରଞ୍ଜନ ରଣା ଙ୍କ ରିପୋର୍ଟ)

You may have missed