November 24, 2024

ଦୁଇ ଭାଇକୁ ଅପହରଣ ଘଟଣା ନୁଆଁ ମୋଡ଼ ଅପହରଣ ନୁହେଁ କର୍ଣ୍ଣାଟକ ପୋଲିସ ଉଠାଇ ନେଇଥିଲା

Share


====================

ଗଞ୍ଜାମ -ପ୍ରଦୀପ କୁମାର ପଣ୍ଡା

ଗତକାଲି ରାତିରେ ଗଞ୍ଜାମ ଥାନା ପୁଇଁତୋଳା ଛକ ନିକଟ ଦୋକାନରୁ ଦୁଇ ଭାଇ କୃଷ୍ଣ ସାହୁ ଓ ପଞ୍ଚୁ ସାହୁ ଅପହରଣ ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା । କିନ୍ତୁ ଏବେ ସେ ଭିନ୍ନ ମୋଡ଼ ନେଇଛି ସେମାନେ ଅପହରଣ ହୋଇନାହାନ୍ତି । କୌଣସି ଏକ ମାମଲାରେ ଜଡିତ ଥାଇ କର୍ଣ୍ଣାଟକ ପୋଲିସ ଦୋକାନ ରୁ ବନ୍ଧୁକ ମୁନରେ ସେମାନଙ୍କୁ ଉଠାଇ ନେଇଥିବାରୁ l ପୋଲିସ ଏହାର ସତ୍ୟତା ରେ ଅବଗତ ନଥିବାରୁ ଗ୍ରାମବାସୀ ଙ୍କ ସମେତ ଵେବସାଇ ଭାଇମାନେ, ଓ ବନ୍ଧୁ ବାନ୍ଧବ ପରିଜନ ସମସ୍ତେ ଜାତୀୟଜପଥ ଅବରୋଧ 5ଘଣ୍ଟା ଧରି କରିଥିଲେ l ତନାଘନା ପରେ ଜଣାପଡିଥିଲା ଦୃବୁତ୍ୱ ନୁହଁ କର୍ଣ୍ଣଟକ ପୋଲିସ ଉଠେଇ ନେଇଛନ୍ତି ଜଣାପଡିଥିଲ l ପୋଲିସ ପାଖରେ ଖବର ନଥାଇ କର୍ଣ୍ଣାଟକ ପୋଲିସ ଓଡିଶା ରାଜ୍ୟରୁ କେମିତି ସାହସ କଲା ସର୍ବସାଧାରଣ ରେ ପ୍ରଶ୍ନବାଚୀ ସୁଷ୍ଟି କରିଛି l ଗଞ୍ଜାମ ଏସ. ପି ଙ୍କ ନେତୃତ୍ୱ ରେ ଏକଟିମ ଗଠନ କରି ଖୋଲ ତଳ ଆରମ୍ଭ କରାଯାଇଥିଲା l
ବିଶାଖାପାଟଣା ରେ ଦୁଇଭାଇ ଥିବା ସୂଚନା ମିଳିବା ପରେ ଟିମ ଗଞ୍ଜାମ ରୁ ବାହାରି ବିଶାଖାପାଟଣା ଅଭିମୁଖେ ଯାଇ ଏକ ହୋଟେଲ ରେ ପହଁଚି ଥିଲେ ନିଖୋଜ ଦୁଇଭାଇ ଓ କର୍ଣ୍ଣାଟକ ପୋଲିସ ଙ୍କ ସହ କଥା ବାର୍ତା ହୋଇଥିବା ଗଞ୍ଜାମ ଏସପି ସୂଚନା ଦେଇଛନ୍ତି । ବିଶାଖାପାଟଣାରେ ବର୍ତ୍ତମାନ ଦୁଇ ଭାଇ ଗଞ୍ଜାମ ଏବଂ କର୍ଣ୍ଣାଟକ ପୋଲିସର ଅଧୀନରେ ଥିବା ନେଇ ଗଞ୍ଜାମ ଏସପି ସୂଚନା ମିଳିବା ପରେ ଘର ଲେକେ ଆସ୍ଵାତିପାଇଛନ୍ତି l ଦୁଇଭାଇ କେବେ ଘରକୁ ଫରିବେ ଚାହିଁବସିଛନ୍ତି