April 25, 2026

ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲା ଓଡ଼ିଶାର ଗଜପତି ଜିଲ୍ଲା ସ୍ବାସ୍ଥ୍ୟ ସମିତିର ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ

1f03466b-3116-4138-884b-6a2631288e55
Share

ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲା ଓଡ଼ିଶାର ଗଜପତି ଜିଲ୍ଲା ସ୍ବାସ୍ଥ୍ୟ ସମିତିର ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି:୨୨/୭(ଗରୁଡ଼ ଧ୍ଵଜ ଚୌଧୁରୀ)ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲା ଏବଂ ଓଡ଼ିଶାର ଗଜପତି ଜିଲ୍ଲା ସ୍ବାସ୍ଥ୍ୟ ସମିତି ମିଳିତ ଆନୁକୁଲ୍ୟରେ ମଧ୍ୟରେ ଆନ୍ତଃରାଜ୍ୟ ବୋର୍ଡର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଅଧିକାରୀ ପକ୍ଷରୁ ଏକ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ମୁଖ୍ୟତଃ ଏହି ବୈଠକ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଏବଂ ଗଜପତି ସୀମାନ୍ତ ଅଞ୍ଚଳରେ ପିସି: ଏବଂ ଏବଂ ପିଏନଡିଟି: ଅଧିନିୟମକୁ ସଫଳ ରୂପାୟନ ପାଇଁ ଏହି ବୈଠକ ଅନୁଷ୍ଠିତ ହୋଇଥିଲ।
ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜିଲ୍ଲା ମେଡିକାଲ ଅଫିସର (ଡିଏମ ୟୁ:)ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଏହିଁ ବୈଠକରେ ଡ଼ାଃଏମ.
ଅନୁରାଧା , ଆଡଲ ଡିଏମଏଚୋଓ ଶ୍ରୀକାକୁଲମ (ଆପ) ଏବଂ ଶ୍ରୀକାକୁଲମ ଜିଲ୍ଲାର ଅନ୍ୟ ପିସି ଏବଂ ପିଏନଡିଟି ଅଧିକାରୀ ଡ଼ାଃ ପ୍ରମୋଦ କୁମାର ପଣ୍ଡା , ଡିଏମଓ (ଏସଏମ) ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ,ପାରଳା ଖେମୁଣ୍ଡି ଏବଂ ସ୍ୱାସ୍ଥ୍ୟ ଏବଂ.ଏଫ୍ଡ.ଡବ୍ଲୁ ଡିପାର୍ଟମେଣ୍ଟର ଅନ୍ୟାନ୍ୟ ଅଧିକାରୀ ଗଜପତି ଜିଲ୍ଲା ଏହି କାର୍ଯ୍ୟକ୍ରମ ବୈଠକରେ ଉପସ୍ଥିତ ରହି ଆନ୍ଧ୍ରପ୍ରଦେଶର ବୋର୍ଡର୍ ଲାଇନ୍ ଜିଲ୍ଲା ଶ୍ରୀକାକୁଲମ୍ ଏବଂ ଓଡିଶାର ଗଜପତି:ରେ ପିସୀ ଏବଂ ପିଏନଡିଟି: ଅଧିନିୟମର କିଭଳି ସଠିକ୍ କାର୍ଯ୍ୟକାରିତା ହେବ , ସେ ସବୁର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।
ବୈଠକରେ ସର୍ବସମ୍ମତି କ୍ରମେ ଉଭୟଙ୍କ ମଧ୍ୟରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି ଯେ , ଚତୁର୍ଥ ଦିନରେ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲାର ସ୍ୱାସ୍ଥ୍ୟ ଏବଂ ଏଫ୍ଡବ୍ଲୁ: ତଥା ପରିବାର କଲ୍ୟାଣ ବିଭାଗର ଅଧିକାରୀ ମାନଙ୍କ ମଧ୍ୟରେ ଗଞ୍ଜାମ ଏବଂ ଗଜପତି ଜିଲ୍ଲା ସହିତ ଆନ୍ତରାଜ୍ୟ ବୋର୍ଡର ବୈଠକ ସମସ୍ତ ସୀମା,-ରେଖା ଜିଲ୍ଲାର କଲେକ୍ଟର ଏବଂ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେବ।
ପିସି: ଏବଂ ପିଏନଡିଟି: ଅଧିନିୟମତଥା ଆକ୍ଟ)ର ସଫଳ ରୂପାୟନ କିଭଳି ହେବ ଏବଂ ଏହାଦ୍ଵାରା ଜିଲ୍ଲା\’ର ଆନ୍ତରାଜ୍ୟ ବୋର୍ଡର ଲାଇନ ଅଞ୍ଚଳରେ ବସବାସ କରୁଥିବା ଅଞ୍ଚଳବାସୀ କିଭଳି ଉପକୃତ ହେବେ , ସେ ସମ୍ପର୍କରେ ବିସ୍ତୃତ ଆଲୋଚନା ଓ ପର୍ଯ୍ୟାଲୋଚନା ହୋଇଥିଲା ।