November 23, 2024

ପୂର୍ବତନ ମନ୍ତ୍ରୀଙ୍କ ସୀମାନ୍ତ ଚାନ୍ଦିଲି ଓ ମୂର୍ତହାଣ୍ଡି ଏବଂ ଛତର୍ଲା ଗ୍ରାମ ପଞ୍ଚାୟତ କୁ ଗସ୍ତ

Share

ପୂର୍ବତନ ମନ୍ତ୍ରୀଙ୍କ ସୀମାନ୍ତ ଚାନ୍ଦିଲି ଓ ମୂର୍ତହାଣ୍ଡି ଏବଂ ଛତର୍ଲା ଗ୍ରାମ ପଞ୍ଚାୟତ କୁ ଗସ୍ତ

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ର ଦୁଇଟି ପଞ୍ଚାୟତ ମୁର୍ତ୍ତା ହାଣ୍ଡି ଓ ଛତର୍ଲା ଆଜି ଗସ୍ତ କରିଛନ୍ତି ପୂର୍ବ ତନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟିକା ଶ୍ରୀମତି ପଦ୍ମିନୀ ଦିଆନ ଗ୍ରାମ ପଞ୍ଚାୟତ ସଦର ମହକୁମା କାର୍ଯ୍ୟାଳୟ ଠାରେ କର୍ମୀ ଙ୍କୁ ସଂଘଠନ କୁ ମଜ ଭୁତ କରିବା ସହ ଆମ ଓଡିଶା ନବୀନ ଓଡିଶା ଯୋଜନା ବିଷୟ ରେ ପୁଙ୍ଖାନୁ ପୁଙ୍ଖ ଭାବରେ ଯୋଜନା କୁ କାର୍ଯ୍ୟକାରି କରିବା ପାଇଁ ମୁଖ୍ୟ ଉଦେଶ୍ୟ. ଯୋଗ୍ୟତା. ଆର୍ଥିକ ସୀମା. ପାଣ୍ଠି ଯୋଗାଣ. ପ୍ରକଳ୍ପ ଚୟନ ପ୍ରଣାଳୀ. ଅନୁମୋଦନ କାରି ଅଧି କାରି. କାର୍ଯ୍ୟ ନିର୍ବାହୀ ଏଜେନସି. ଅନୁମୋଦନ ଓ ଅର୍ଥ ମଞ୍ଜୁରୀ. ପାଣ୍ଠିର ଉପଯୋଗ. ଅନୁଧ୍ୟାନ ଓ ତଦାରଖ ସ୍ୱଛତା ଏବଂ ଯୋଜନା ର ପରିସୀମା ବିଷୟରେ ପରାମର୍ଶ ପ୍ରଦାନ କରି ଥଲେ I ଆମେ ସଂଘଠନ କରିବୁ ବାହାର ଲୋକ ଆମ ଅଞ୍ଚଳକୁ ଆସି କାମ କଲେ ଚଳିବ ନାହିଁ ବୋଲି କର୍ମୀ ମାନେ ଗସ୍ତ ରେ ଥିବା ନେତା ଓ ବିଧାୟିକା ଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣା ଯାଇଛି I ଶ୍ରୀମତୀ ଦିଆନ ଙ୍କ ସମେତ ଜ଼ିଲ୍ଲା କାର୍ଯକାରୀ ସଭାପତି ପ୍ରଶାନ୍ତ ଗୁପ୍ତା. ବୁଲୁ ଗୌଡ଼. ଏସଡିସି. ଅଧକ୍ଷ ଶ୍ରୀ ଚଦ୍ର ଶେଖର ମାଝୀ ବିଜେଡି ର ବରିଷ୍ଟ ନେତା ଶ୍ରୀ ମହମ୍ମଦ ସଲିମ. ତ୍ରିପତି ବାଲାଜୀ ମହାନ୍ତି.ପ୍ରତାପ ସାହୁ. ଗୋପାଳଲାଲସିଂ ଦେଓ. ମୋହନ ପୂଜାରୀ. ଜ଼ିଲ୍ଲା ପରିଷଦ ସଭ୍ୟ ଶ୍ରୀ ତ୍ରିପତି ଚାଲାଣ. ସୁଧୀର ମହାନ୍ତି. ଗୁରନାଥ ହରିଜନ.ମନୋଜ କୁମାର ବିଶୋଇ.ଲୋକମୁ ରନ୍ଧାରୀ ଜେମା ଭତରା. ଧନସାଇ ନାୟିକ. ଶୁକମଣି ହରିଜନ ଙ୍କ ସମେତ କର୍ମୀ ମାନେ ଉପସ୍ଥିତ ଥିବାର ଜଣାଯାଇଛି I
କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନି ଉ ସ ଉପାନ୍ତ ଓଡିଶା