September 21, 2024

ପ୍ରଦେଶ କିଷାନ କଂଗ୍ରେସ ସଭାପତି ଙ୍କ ଦକ୍ଷିଣ ଓଡ଼ିଶା ଗସ୍ତ ।

Share

ପ୍ରଦେଶ କିଷାନ କଂଗ୍ରେସ ସଭାପତି ଙ୍କ ଦକ୍ଷିଣ ଓଡ଼ିଶା ଗସ୍ତ ।
ଅସ୍ତରଙ୍ଗ,ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ କିଶାନ କଂଗ୍ରେସ ରାଜ୍ୟ ସଭାପତି ଶ୍ରୀ ଅମିୟ କୁମାର ପଟ୍ଟନାୟକ ଙ୍କ ନେତୃତ୍ବରେ ୧୧ଜଣିଆ ପ୍ରତିନିଧି ମଣ୍ଡଳୀ ଇତି ମଧ୍ୟରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକ ପରିଦର୍ଶନ କରି ଚାଷୀ ସଂଗଠନ ମାନଙ୍କୁ ଭେଟି ,ଚାଷ ସମ୍ବଧିୟ ବିଭିନ୍ନ ବିଷୟ ଆଲୋଚନା କରିଛନ୍ତି । ଗୋଟିଏ ହେଲେ କୃଷିଭିତ୍ତିକ ସ୍ଲିପ ,ଶୀତଳ ଭଣ୍ଡାର,ଜଳ ସେଚନ ପ୍ରକଳ୍ପ,ଆଦିବାସୀ ମାନଙ୍କ ପାଇଁ ସମ୍ମନିତ କୃଷି ଯୋଜନା କାର୍ଯ୍ୟକାରୀ ହୋଇ ନ ଥିବା ବେଳେ,ଚାଷୀ ମାନଙ୍କୁ ସମ୍ପୂର୍ଣ ଅଣଦେଖା କରାଯାଇଥିବା ଶ୍ରୀ ପଟ୍ଟନାୟକ ଅଭିଯୋଗ କରୀ ଛନ୍ତି ।ମାଣ୍ଡିଆ ବଜାର ର ଏରିଆ ସମ୍ପ୍ର ସାରଣ କରା ଯାଇଥିଲେ ସୁଦ୍ଧା,ଜିଲାରେ ଆବସ୍ୟକ ମଣ୍ଡି ଖୋଲା ଯାଇ ନ ଥିବାରୁ ଚାଷୀ ମାନେ ଶାଗ ମାଛ ଦର୍ ରେ ଖୋଲା ବଜାରରେ ମାଣ୍ଡିଆ ବିକ୍ରି କରୁଛନ୍ତି ।ସରକାର ଙ୍କର ମିଲେଟ ମିଶନ କେବଳ ପ୍ରଚାର ର ସର୍ବୋସ ହୋଇ ଥିବା ସ୍ଥଳେ,କଫି,କପା,ଆମ୍ବ ଓ ପନିପରିବା ବିକ୍ରି ପାଇଁ ରପ୍ତାନି କେନ୍ଦ୍ର,ବଜାର ସୁବିଧା,ଖାଦ୍ୟ ପ୍ରକ୍ରିୟା କାରଣ ୟୁନିଟ ନ ଥିବାରୁ,ଚାଷୀ ନାହିଁ ନ ଥିବା ଦୁଃଖ ଓ ଦୁର୍ଦ୍ଦଶା ର ସମ୍ମୁଖିନ ହେଉ ଅଛି । ସେହିପରି ନବରଙ୍ଗ ପୁର ଜିଲାଦେଇ,ଇନ୍ଦ୍ରାବତୀ ନଦୀ ବହି ଯାଇ ଥିଲେ ବି, ଜିଲ୍ଲା ବାସୀ ଜଳସେଚନ ରୁ ସମ୍ପୂର୍ଣ ବଞ୍ଚିତ ହୋଇଛନ୍ତି ।କୃଷି ଭିତ୍ତିକ ତେଲ କଳ,ଖାଦ୍ୟ ପ୍ରକ୍ରିୟା କାରଣ ଶ୍ଲିପ ଆଦି କରାଗଲେ ଚାଷୀମାନେ ଅଧିକ ଲାଭ ପ୍ରଦ ହୋଇ ପାରି ଥାନ୍ତେ ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିବା ସହ,ଜଙ୍ଗଲ,କୃଷିଜାତ ଦ୍ରବ୍ୟ ର ସଂଗ୍ରହ,ବିପଣନ ପାଇଁ ଶୁ ବ୍ୟବସ୍ଥା କରାଯିବା ଦରକାର ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରି ଛନ୍ତି । ଏହି ପ୍ରତିନିଧି ମଣ୍ଡଳିରେ ଶ୍ରୀ ନାୟକ ଙ୍କ ବ୍ୟତୀତ, ଜୟ ମାଝୀ,ବୃନ୍ଦାବନ ଖଟୋଇ,ଦେବେନ୍ଦ୍ରକୁମାର ଦାସ,ଭବାନୀ ଶଙ୍କର ରଥ,ବୃନ୍ଦାବନ ତ୍ରିପାଠୀ,ପଦ୍ମ ଚରଣ ସାହୁ,ସୁନ୍ଦର୍ ଦୋରା ଆଦି ସାମିଲ ଥିଲେ ।