ଅଲ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ ୱର୍କସ ଆସୋସିଏସନ୍
,ସଲଗ୍ନ-ଭାରତୀୟ ମଜଦୂର ସଂଘ, ଗରଦପୁର ଶାଖା 7ଦଫା ଦାବି ରେ ଧାରଣା ବସିଛନ୍ତି, କେନ୍ଦ୍ରାପଡା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀ ଗରଦପୁର ବ୍ଲକ ଅନ୍ତର୍ଗତ ସମନ୍ତ୍ରିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ଗରଦପୁର ରେ 3ଦିନ ଧରି ଧାରଣା ରେ ବସିଛନ୍ତି, ସରକାରୀ ମାନ୍ୟତା, ପାରିଶ୍ରମିକ ବୃଦ୍ଧି, ଅବସରକାଳୀନ ଆର୍ଥିକ ସହାୟତା ଆଦି 7ଦଫା ଦାବିରେ ସମନ୍ତ୍ରିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ଗରଦପୁର ଶାଖା ଅଙ୍ଗନବାଡ଼ି କର୍ମୀ ଓ ସାହାୟକାମାନେ ଧାରଣା ରେ ବସିଛନ୍ତି, ଆଜି ତୃତୀୟ ଦିନ ରେ ପହଞ୍ଚିଛି, ଭାରତୀୟ ମଜଦୂର ସଂଘ ଆହ୍ବାନ କ୍ରମେ ସମସ୍ତ ଅଙ୍ଗନବାଡ଼ି ଆନ୍ଦୋଳନକାରୀ ମାନେ ନିଜ ପରିବାର ଛାଡ଼ି 7ଦଫା ଦାବିରେ ନେଇ ଗର୍ଜିଲେ ଗରଦପୁର ଶାଖା ଅଙ୍ଗନବାଡ଼ି କର୍ମୀ ଓସାହା଼ୟିକା, ସରକାର ଯେ ପର୍ଯ୍ୟନ୍ତ ନବୁଝିବେ , ଏହି ଆନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ, ରିପୋର୍ଟ -ଧିରେନ କୁମାର ମହାପାତ୍ର କେନ୍ଦ୍ରାପଡା,
