November 9, 2026

ବରପାଲି ଆଇ ବି ରାସ୍ତା ଜବରଦଖଲ ଉଚ୍ଛେଦ 

IMG-20261108-WA0165
Share

 

 

ବରପାଲି-(ସୁଦାମ ଦୀପ)ବରପାଲି ସହରକୁ ସୁନ୍ଦର କରିବାର ପ୍ରାୟା ସ କରୁଥୁବା ବରପାଳି ପ୍ରଶାସନିକ ଅଧିକାରୀ ମାନେ ଏବେ ଜବରଦଖଲ ଭାଙ୍ଗିବା ପାଇଂ ପୁଣି ଅନ୍ତା ଭିଡ଼ିଥିବା ବେଳେ ବରପାଳି ସହରରେ ବ୍ୟାପକ ଭାବରେ ଜବରଦଖଲ ରହି ଥିବା ରୂ ଆଜି ଆଇ ବି ରାସ୍ତା ପାସୱରେ ଥିବା ରେ ଥିବା ଘର ଗୁଡିକୁ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଛି ।

ଆଜି ଶନିବାର ୧୧ ଘଣ୍ଟା ସମୟରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହି ଜବରଦଖଲ ଉଚ୍ଛେଦ ଆରମ୍ଭ କରାଯାଇଥିଲା । ପ୍ରକାଶ ଯୋଗ୍ୟ ଯେ, ପୂର୍ତ୍ତ ବିଭାଗର ଡାକ ବଙ୍ଗଳା ରାସ୍ତା ର ଉଭୟ ପାର୍ଶ୍ୱ ରେ ଜବରଦଖଲ ରହି ଥିବାରୁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ବରଗଡ଼ ପୋଲିସ ଏସ ଡି ପି ଓ ଏ ବି ସିପ୍ଲା, ଆଇ ଆଇ ସି ପ୍ରମୋଦ କୁମାର ସାହୁ ବରପାଲି ତହସିଲଦାର ରୁକ୍ମଣ ମେହେର, ଏନ ଏ ସି ଇ ଓ ଭୁବନ କୁମାର ଶତପଥୀ,ଅତିରିକ୍ତ ତହସିଲଦାର ଅଲିଶା ବାର୍ଲା , ଟିକେଶ୍ୱର ମଲ୍ଲିକ,ରାଜସ୍ୱ ବିଭାଗ ସୁପର ଭାଇଜର, ବରପାଳି ଆର ଆଇ କର୍ମଚାରୀ, ସ୍ଥାନୀୟ ପୋଲିସ ପ୍ରଶାସନ ସହିତ ପୋଲିସ ଫୋର୍ସ, ଏନ ଏ ସି କର୍ମଚାରି ମାନେ ମଧ୍ୟ ଉପସ୍ଥିତ ଥିଲେ।

You may have missed