June 29, 2024

ନୂଆଁ ବସଷ୍ଟାଣ୍ଡ ଦୁର୍ଗାପୂଜା କମିଟିର ନୂତନ କର୍ମକର୍ତ୍ତା ଚୟନ

Share

ନୂଆଁ ବସଷ୍ଟାଣ୍ଡ ଦୁର୍ଗାପୂଜା କମିଟିର ନୂତନ କର୍ମକର୍ତ୍ତା ଚୟନ

ବୁଗୁଡ଼ା : ତା ୩୧/୧୦/୨୩ : ସ୍ଥାନୀୟ ନୂଆଁ ବସଷ୍ଟାଣ୍ଡ ଦୁର୍ଗାପୂଜା କମିଟିର ଏକ ବୈଠକ ସଭାପତି ଅନିଲ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା l ପ୍ରଥମେ ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଦାନ ହୁଣ୍ଡି ଖୋଲାଯାଇ ସଂଗୃହିତ ଅର୍ଥରାଶିର ଗଣତି ଏବଂ ଆୟବ୍ୟୟର ହିସାବ କରାଯିବା ସାଙ୍ଗକୁ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା l ଏହି ନୂତନ ପୂଜା କମିଟିକୁ ପବିତ୍ର ନାୟକ-ସଭାପତି , ଅନୋଜ ପଟ୍ଟନାୟକ-ଉପସଭାପତି , କୁଞ୍ଜ ବେହେରା-ସମ୍ପାଦକ , ସନ୍ତୋଷ କୁମାର ଜେନା-ସହସମ୍ପାଦକ , କାର୍ଯ୍ୟାଳୟ ସମ୍ପାଦକ ଭାବେ ପ୍ରବୀର ପରିଡା-କାର୍ଯାଳୟ ସମ୍ପାଦକ ଭାବେ ଚୟନ ହୋଇଥିବା ବେଳେ ଅନିଲ ପଟ୍ଟନାୟକ ଓ ନୀଳ ମାଧବ ସାହୁ ଉପଦେଷ୍ଟା ଭାବେ ମନୋନୀତ ହୋଇଥିଲେ l ଏହି ବୈଠକରେ ଲିଙ୍ଗରାଜ ଆଚାରୀ, ଭୀମ ବେହେରା,ଅମି ସାହୁ,ସନ୍ତୋଷ ନାୟକ,ସନ୍ୟାସୀ ଗୁରୁ, ପ୍ରଶାନ୍ତ ନାୟକ, ଟୁଟୁ ସେଠି ପ୍ରମୁଖ ଉପସ୍ଥିତ ଥିଲେ l