June 29, 2024

ଅଦ୍ୟ ତା ୧୬.୧୦.୨୦୨୩ ରିଖ ଠାରୁ ୨୦.୧୦.୨୦୨୪ ଓ ୨୫.୧୦.୨୦୨୪ ରିଖପଯ୍ୟନ୍ତ ୧୨ ଦିନ ଧରି ଗୋଷ୍ଠି ସମ୍ବଳ ସାଧନ କେନ୍ଦ୍ର ଠାରେ ସରକାରଙ୍କର ନିର୍ଦେଶ

Share

ଅଦ୍ୟ ତା ୧୬.୧୦.୨୦୨୩ ରିଖ ଠାରୁ ୨୦.୧୦.୨୦୨୪ ଓ ୨୫.୧୦.୨୦୨୪ ରିଖପଯ୍ୟନ୍ତ ୧୨ ଦିନ ଧରି ଗୋଷ୍ଠି ସମ୍ବଳ ସାଧନ କେନ୍ଦ୍ର ଠାରେ ସରକାରଙ୍କର ନିର୍ଦେଶ ଅନୁଯାୟୀ ୧୦ ଜଣ ବିଭିନ୍ନ ପ୍ରକାରର ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଓ ୧୦ ଜଣ ଅଭିଭାବକ ମାନଙ୍କୁ ନେଇ ଭୌତିକ, ବ୍ୟବହାରିକ ଓ କଥନ ଶିକ୍ଷା ପ୍ରଦାନ କରାଯାଇଥିଲା ।ସମ୍ବଳ ସାଧନ କର୍ମୀ ଶ୍ରୀ ସୁମନ୍ତ ପ୍ରଧାନ ଓ ଶ୍ରୀ ପ୍ରକାଶ କୁମାର ସାହୁ ତାଲିମ୍ ପ୍ରଦାନ କରିଥିଲେ। ଆଜିର ଶେଷ ଦିବସରେ ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀ ନରେନ୍ଦ୍ର କୁମାର ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମକୁ ସମସ୍ତ ଆଇଭି ମାନେ ସହଯୋଗ କରିଥିଲେ।ଶେଷରେ କାର୍ଯ୍ୟକ୍ରମକୁ ଏ ବି ଇ ଓ ଶ୍ରୀ କେ କୁନା ପାତ୍ର ସମାପ୍ତ ଘୋଷଣା କରି ଥିଲେ।