August 19, 2026

ଲୋପ ପାଇବାକୁ ଯାଉଛି ରାମିୟା ପୋଖରୀ

IMG-20230531-WA0015
Share

ଲୋପ ପାଇବାକୁ ଯାଉଛି ରାମିୟା ପୋଖରୀ
=====================
ଗଞ୍ଜାମ =ପ୍ରଦୀପ କୁମାର ପଣ୍ଡା

ଗଞ୍ଜାମ ଏନ. ଏ. ସି. ଅନ୍ତର୍ଗତ 5ନମ୍ବର ୱାର୍ଡ ରେ ରହିଥିବା ରମିୟା ପୋଖରୀ ବା (ଡାକ୍ତର ବନ୍ଧ ) ଏବେ ଲୋପ ହେବାକୁ ବସିଛି. ଚାରିପାଶ୍ୱରେ ଜନବାସତି ଗଞ୍ଜାମ ସହରର ମଧ୍ୟରେ ଅବସ୍ଥିତ ପୋଖରୀ ଚତୁପାଶ୍ୱରେ ପଥରରେ ନିମ୍ମିତ ସୁସଜିତ କରାଯାଇଥିଲା . ଜନସାଧାରଣ ମତରେ ରାମିୟା ପୋଖରୀ ରେ ସ୍ନାନ କଲେ ରେଗ ଭଲ ହେଇଯାୟ ସେଥିପାଇଁ ଡାକ୍ତର ବନ୍ଧ ବେଲି କହନ୍ତି ସହ ସହ ଲୋକେ ଏବେ ବି ପୋଖରୀ ଉପରେ ନିର୍ଭର କରିଥାନ୍ତି l 20ବର୍ଷ ରୁ ଉଦ୍ଧ ପେଖରୀ ରୁ ପଙ୍କ ଉଦ୍ଧାର ହେଇ ନଥିବାରୁ ପେଖରୀ ମଧ୍ୟରେ ବେରୁଅଁ ଗଛ ଉଠି ଗଲାଣି କିନ୍ତୁ ସୋ ଆସ୍ତେ ଆସ୍ତେ ଲୋପ ହେବାକୁ ଲାଗିଛି ଚତୁପାଶ୍ୱର ପଥର ଗୁଡାକୁ ରାତା ରାତି ଦୁର୍ବୃତ ମାନେ ଚୋରିକାରୀ ନେଇଗଲେ l ପୋଖରୀ ଚାରିପଟ ରହିଥିବା ଘରର ନାଳ, ନର୍ଦମା ପାଣି କୁ ଛାଡାଯାଉଛି ପୋଖରୀ କୁ ପୋତି ତାରି ଉପରେ କିଛି ମୁଷ୍ଟିମେୟ ଲେକ ଘର ନିର୍ମାଣ କରିଥିବା ପ୍ରତେକ୍ଷ ରେ ନହେଲେ ମଧ୍ୟ ପରୋକ୍ଷରେ ରେ ପ୍ରକାସ କରିଛନ୍ତି ଜନସାଧାରଣ l
ଗଞ୍ଜାମ ଏନ. ଏ. ସି କାର୍ଯ୍ୟନର୍ବାହୀ ଅଧିକାରୀ ଓ ଗଞ୍ଜାମ ତହସିଲଦାର ଏଥିପ୍ରତି ଦୁଷ୍ଟି ଦେଲେ ଲେପି ହେବାକୁ ଯାଉଥିବା ପୋଖରୀ ପୁନ୍ନଉଦ୍ଧାର ହୋଇପାରିଥାନ୍ତା ବେଲି ଜନସାଧାରଣ ପ୍ରକାଶ କରିଥିଲେ

You may have missed