April 2, 2025
Share

 

 

ନୀଳଗିରି ( ଦେବାଶିଷ ଦାଶ )

ଯାହା ଉପରେ ଭରଷା କରି ବେଶ କିଛି ଆଗେଇ ଯାଇ ଥିଲା ସେହି ଧୋକା ଦେଲା, ପୋଲିସ ଚାକିରୀ ପୂର୍ଵ ରୁ ନାରୀ କୁ ସୁରକ୍ଷା ଦେବେ ବୋଲି ଶପଥ ନେଲେ, ମାତ୍ର ପୋଲିସ ଚାକରି ପାଇବା ପରେ ଯୁବତୀ କୁ ବିଭାହ ପ୍ରତି ସୃତି ଦେଇ ଧୋକା ଦେଲେ ଆସନ୍ତୁ ଦେଖିବା ବାଲେଶ୍ୱର ଜିଲ୍ଲା ବାଲିଆପାଳ ରୁ ରିପୋର୍ଟ, ପ୍ରେମ ପ୍ରତିଶୃତି ଓ ପ୍ରତାରଣା ର ଅସହାୟ ପ୍ରେମିକା କୁ ଅସହାୟ ଯନ୍ତ୍ରଣା କୁ ବୟାନ କରୁଛି, 2017 ମସିହାରେ ରେ ଯୁବତୀ ଜଣକ ବାଲିଆପାଳ ଶାରୀରିକ ବିଦ୍ୟାଳୟ ରେ ବିପିଇଡି ପାଠ ପଢୁ ଥିବା ବେଳେ ବଡ଼ ତାଳପଦା ଗ୍ରାମର ପୁର୍ଣ ଚନ୍ଦ୍ର ସାହୁଙ୍କ ପୁଅ ବିଜୟ କୁମାର ସାହୁଙ୍କୁ ପ୍ରଥମେ ପ୍ରେମ, ପରେ ମନ୍ଦିର ରେ ବିବାହ ଏବଂ ପରେ ଶାରୀରିକ ସମ୍ପର୍କ ରଖି ଥିଲେ,ପୋଲିସ ବିଭାଗ ରେ ସବ ଇନ୍ସପେକ୍ଟର (ଏସ ଓ ଜି) ଟ୍ରେନିଂ ରେ ଥିଲେ,ଚାକିରୀ ପାଇବା ପରେ ସ୍ତ୍ରୀ ହୋଇ ଘରକୁ ନେବେ ବୋଲି ପ୍ରତିଶୃତି ଦେଲେ,ମାତ୍ର ଏବେ ପ୍ରେମ ପ୍ରତାରଣା ର ସ୍ୱୀକାର ହେଇଛନ୍ତି ଯୁବତୀ ଜନକ,ପୋଲିସ ଚାକିରି ପାଇବା ପରେ ଏବେ ବିବାହ କରିବେ ନାହିଁ ବୋଲି ମନା କଲେ, ଯୁବତୀ ଜନକ ଲଭ୍,ସେକ୍ସ,ଧୋକା ପାଇବା ପରେ ଗତ ଡ଼ିସେମ୍ବର ମାସ ରେ ବାଲିଆପାଳ ଥାନା ରେ ଲିଖିତ ଅଭିଯୋଗ କରି ଥିଲେ, ନଭେମ୍ବର 16,2024 ଲିଖିତ ଅଭିଯୋଗ ପରେ ବାଲିଆପାଳ ପୋଲିସ ବିଜୟ ସାହୁଙ୍କୁ ଗିରଫ କରିଛନ୍ତି। ସେ ମାଲକାନଗିରି ଜିଲ୍ଲାରେ କାର୍ଯ୍ୟ ରତ ସବ ଇନ୍ସପେକ୍ଟର ଥିଲେ,ଯୁବତୀ ଜଣକ ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ନିବେଦନ କରିଛନ୍ତି।