୩୪ତମ ବାର୍ଷିକ ନାମ ସଙ୍କିର୍ତ୍ତନ

ମାଣିବନ୍ଧ (ଉପାନ୍ତ ଖବର ମାନସ ରଞ୍ଜନ କର)ପଞ୍ଚାୟତ ଏକଡାଲିଆ ଗ୍ରାମରେ ୩୪ତମ ବାର୍ଷିକ ନାମ ସଙ୍କିର୍ତ୍ତନ ଉତ୍ସବ ଆଜକୁ ପ୍ରାୟ ୩୪ବର୍ଷ ହେଲା ଚାଲୁଅଛି ସଭାପତି ଭାବରେ ଗୌରାଙ୍ଗ ସାହୁ ଉପସଭାପତି ଦାସରଥୀ ସାହୁ, କୋଷାଦକ୍ଷସନ୍ତୋସ କୁମାର ସାହୁ, କର୍ତ୍ତା ରାଜକିଶୋର ସାହୁ, ସ୍ପର୍ଗତ ଦୀନବନ୍ଧୁ ସାହୁ ଏହିଅନୁଷ୍ଠାନକୁ ଦିନିକିଆ ଭାବରେ ୬ ବର୍ଷ ଚଳାଇ ତାପରେ ତାକୁ ବଢାଇ ଆଜି ପର୍ଯ୍ୟନ୍ତ ଦୀର୍ଘ ୪୦ବର୍ଷ ହେଲା ଏହି ଅନୁଷ୍ଠାନକୁ ଚଳାଇ ଆସୁଛନ୍ତି ବହୁ ପୁରପଲ୍ଲୀ ରୁ ସଂକିର୍ତନ ପ୍ରେମି ଭକ୍ତ ଓ ଶ୍ରଦ୍ଧାଳୁ ବହୁସଂଖ୍ୟାରେ ଯୋଗଦାନ କରୁଛନ୍ତି ପିଠାଧୀଶ ଭଗବତଗୋସାଂଇଙ୍କ ଅଶିମକୃପାରୁ ଏହି ସଂଙ୍କିର୍ତ୍ତନସବୁ ବର୍ଷ ତିନିଦିନ ବ୍ୟାପି ମହାସମାରୋହରେ ପାଳନ ହେଉଅଛିସଭ୍ୟ ତ୍ରିଲୋଚନ ସାହୁ, ବଳଭଦ୍ର ସାହୁ, ସୁଦର୍ଶନ ମହାପାତ୍ର, ରାମଚନ୍ଦ୍ର ମହାପାତ୍ର, ବୀରବର ସାହୁ, ଧୁବଚରଣ ସାହୁ ପୂର୍ଣ୍ଣଚନ୍ଦ୍ର ସାହୁ, ବ୍ରଜକିଶୋର ସାହୁ,ଦାସରଥୀ ସେନାପତି,ଯୋଗିନାଥ ସାହୁ, କୁଞ୍ଜବିହାରି ସାହୁ, ସୋପ୍ନେଶ୍ୱର ସାହୁ, ମଙ୍ଗୁଳିସାହୁ,ବଂଶିଧର ସାହୁ, ଶୁରେଶ୍ଵର ସାହୁ, ଗଣେଶ୍ଵର ସାହୁ, ବସନ୍ତ କୁମାରସାହୁ, ଲକ୍ଷ୍ମଣସାହୁ, ଅଶୋକ ପରିଡା, ଦାସରଥୀ ସାହୁ,ସଙ୍କିର୍ତ୍ତନ ଗାୟକ ରାଜକିଶୋର ମହାପାତ୍ର, ସଙ୍କର୍ଶନ ବେହେରା ସଂପାଦକ ହେମନ୍ତ କୁମାର ମହାପାତ୍ର ଓ ଏକଡାଲିଆଗ୍ରାମବାସି ବୃନ୍ଦଙ୍କୁ ନେଇଶାନ୍ତି ଶୃଙ୍ଖଳାର ସହିତ ପାଳନ କରିଥିଲେ .
