March 10, 2026

ନୂଆଗଡ ଗ୍ରାମରେ ପଂଚାୟତ ସଚେତନତା ଶିବିର….

hfyufy
Share


ନୂଆଗଡ ଗ୍ରାମରେ ପଂଚାୟତ ଶିବିର ସଚେତନତା ଆରମ୍ଭ କରିଥିଲେ
ସୋରଡ଼ା ବ୍ଲକ ବିଧାୟକ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ଉପସ୍ଥିତ ରହି ନୂଆଗଡ ଗ୍ରାମପଞ୍ଚାୟତ ବାସୀଙ୍କୁକିଛି ବୁଝାଇ ଥିଲେ. (ସରପଞ୍ଚ ପ୍ରମିଳା ନାଇକ)ସମିତି ସଭ୍ୟ ସୁରେଶ ଭାଇ )ପିଓ sir )ଉପସ୍ଥିତ ଥିଲେ ବିଜେଡି କ୍ରମୀ (ସନ୍ତୋଷ କୁମାର ଗୌଡ଼ ଓରଫ ବାୟା ଭାଇ
ଅଭି ଗୌଡ଼ ଅସ୍ପିନ ବିଶୋଇ ଅଶୋକ ପଟ୍ଟନାୟକ ଅଶୋକ ଗୌଡ଼. ଭରତ ପ୍ରବୀଣ ଉପସ୍ଥିତ ରହି
ଦlହିତ୍ୟ ତୁଲାଇ ଥିଲେ (ପଂଚାୟତର ଜି. ଆର ଏସ ଜିତୁ ଭାଇମଦ୍ୟା ଉପସ୍ଥିତ ଥିଲେ( ମାସ ଗ୍ରୁଫୁ. ମା ମାନେ ଗ୍ରାମର ବାପା ମା ଭାଇ ଭଉଣୀ ମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ କଳାକାର ଭାଇ ମାନେ ସୁନ୍ଦର ଭାବେ କଳା ପ୍ରଦର୍ଶନୀ କରିଥିଲେ କୁନି ଭଉଣୀ ମାନେ ମଞ୍ଚରେ ଅତି ସୁନ୍ଦର ଭାବେ ନାଚୁ ଥିଲେ ନୁଆଁଗଡ଼ ଗ୍ରାମର ଅତି ପ୍ରିୟ ଡାକୁଆ ସାର ମଞ୍ଚରେ ଉପସ୍ଥିତ ରହି ଇଂକୋରିଙ୍ଗ କରୁଥିଲି ଶେଷରେ ଭୋଜନ ସାରି ଶାନ୍ତି ର ସହ କ୍ରାଜ୍ୟ ସମାପ୍ତ ହୋଇଥିଲା ।
( ସଞ୍ଜୟ କୁମାର ସେଠୀଙ୍କ ରିପୋଟ )