November 17, 2026

ଲାୟନ୍ସ କ୍ଲବ ଦ୍ୱାରା କମଳ ବଣ୍ଟନ ..

IMG-20241230-WA0019
Share

ବାଲେଶ୍ଵର ( ଦେବାଶିଷ ଦାଶ୍ )

ବାଲେଶ୍ୱର ଲାୟନ୍ସ କ୍ଲବ ମହିଳା ସଂଗଠନ ପକ୍ଷରୁ,, ଔପଦା ବ୍ଲକ ଶ୍ୟାମସୁନ୍ଦର ପୁର ପଂଚାୟତ ଗୁଡିଖୁଳା ଗ୍ରାମ ର ଭାଇଜି ମିଶନ ଆଶ୍ରମ ବାବା ଶ୍ରୀ ଶ୍ରୀ ମୃତ୍ୟୁଞ୍ଜୟ ଧାମ ଠାରେ ଆଦିବାସୀ ଜନ ବସତି ଅଂଚଳ ବାସୀ ମାନଂକୁ,, କମ୍ବଳ,, ମଶାରୀ,, ବିସ୍କୁଟ ଏବଂ ଫଳ ବଣ୍ଟନ ପାଖା ପାଖି 150ରୁ ଉର୍ଦ୍ଧ ବୃଦ୍ଧ ବୃଦ୍ଧା ମାନଂକୁ ବଣ୍ଟନ କରିଥିଲେ,, ଲାୟନ୍ସ କ୍ଲବ ମହିଳା ସଂଗଠନ ପକ୍ଷରୁ ଅଧକ୍ଷ୍ୟା ସେହ୍ନା ଷଡ଼ଙ୍ଗି,, ଅଲିଭା ଦାଶ,, ମନୀଷା ଦାଶ,, ମନିଭା ଦାଶ,, ବନ୍ଦିତା ମହାନ୍ତି,, ଲଳିତା ମହାନ୍ତି,, ସରୋଜିନୀ ଦାଶ,, ସୁମିତା ଦତ୍ତ,, ବବଲୀ ଗୁପ୍ତା,, ଙ୍କ ଶହ ଭାଇଜି ମିଶନ ଆଶ୍ରମ ଟ୍ରଷ୍ଟ ର ପ୍ରତିଷ୍ଠା ତା ବାବା ଶ୍ରୀ ଶ୍ରୀ କମଲ ମହା ପ୍ରଭୁଜୀ,, ଜଳଧର ବିନ୍ଧାଣି,, ସନ୍ତୋଷ ଦାଶ,, ବିମଳ କୁମାର ଦଳେଇ,,ସୋମା ସିଂ,, ଶୈଳନ୍ଦର ମିଶ୍ର ପ୍ରମ୍ମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ,, ଏହିପରି କାର୍ଯ୍ୟକ୍ରମ ଦୀର୍ଘ ପାଞ୍ଚ ବର୍ଷ ରୁ ଉର୍ଦ୍ଧ ସମୟ ଧରି ଉକ୍ତ ଅଂଚଳ ମାନଂକରେ କରାଯାଉ ଛି ।

You may have missed