ଜଣେ ସୋଇଆଲ ୱାର୍କର,ଭାବେ କାର୍ଯ୍ୟରତ ଅବସରପ୍ରାପ୍ତ ଶିକ୍ଷକ ଙ୍କ ପରଲୋକ,
କୋଷଗୁମୁଡା (ଦୟାରାମ ପନ କା )ନବରଙ୍ଗପୁର ଜିଲ୍ଲା କୋଷଗୁମୁଡା ବ୍ଲକ ମଝିଧନୁଆ ଗ୍ରାମପଞ୍ଚାୟର, ପୂର୍ବତନ ସରପଞ୍ଚ, ଶ୍ରୀମତୀ କୁନ୍ଧନ ଭତ୍ରାଙ୍କର ପୋତି ସମ୍ପତ ମୁରିଆଙ୍କର ଆଜି ଜଗଡ଼ପୁର ସ୍ଥିତ ୧ ଘରଇ ହସ୍ପିଟାଲ ଠାରେ ପରେଲୋକ ହୋଇଥିବା ଦୁଃଖର ବିଷୟ ମଝିଧନୁଆ ପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି,
ତାଙ୍କ ମୃତୁ ସମୟରେ ପରିବାର ୨ଟି ଯାକ ପୁଅ ବୋହୁ ସାନ ଭାଇ ଉପସ୍ଥିତ ଥିବା ଜଣାଯାଇଛି, ସେଜଣେ ଲୋକ ସମ୍ପର୍କୀୟ ଏବଂ ପରଉପକାରୀ ଭାବେ ବେଶଜଣାଶୁଣା ବ୍ୟକ୍ତି ଥିଲେ,
ତାଙ୍କ ଚାକିରୀ ଜୀବନ ଛତିଶଗଡ଼ ରେ ଅନେକ ଜାଗାରେ ସମ୍ପୂର୍ଣ କରିଥିଲେ ଆଉ ଅବଶର ସମୟରେ ଓଡିଶା ସ୍ଥିତ ବସଭାବରେ ରହୁଥିବା ପରିବାର ଲୋକେ କହିଥଲେ.I
