ଆଜି ନୂଆପଡା ନିର୍ବାଚନ ମଣ୍ଡଳୀର ଉପ-ନିର୍ବାଚନ ପ୍ରଚାର ଅବସରରେ ଆମସେନା ଗ୍ରାମପଞ୍ଚାୟତ ର କଲ୍ୟାଣପୁର ଗ୍ରାମରେ ଆମ ଦଳର



ଆଜି ନୂଆପଡା ନିର୍ବାଚନ ମଣ୍ଡଳୀର ଉପ-ନିର୍ବାଚନ ପ୍ରଚାର ଅବସରରେ ଆମସେନା ଗ୍ରାମପଞ୍ଚାୟତ ର କଲ୍ୟାଣପୁର ଗ୍ରାମରେ ଆମ ଦଳର ବିଧାୟକ ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆଙ୍କ ସପକ୍ଷରେ ଭୋଟ ଦେବା ପାଇଁ ନିବେଦନ କଲେ ମାନ୍ୟବର ସୋରଡ଼ା ବିଧାୟକ ଶ୍ରୀ ନୀଳମଣି ବିଷୋୟୀ |
ଜନସାଧାରଣଙ୍କୁ ଆମ ସରକାରଙ୍କ ବିଭିନ୍ନ ଉନ୍ନତିମୂଳକ ଓ ଜନକଳ୍ୟାଣମୂଳକ ଯୋଜନା,ଗାଁ ଓ ସମାଜ ଉନ୍ନତି ପାଇଁ ଚାଲିଥିବା ପ୍ରକଳ୍ପ ଏବଂ ଆମ ପ୍ରାର୍ଥୀଙ୍କ ଦୃଢ଼ ନେତୃତ୍ୱ,ନିଷ୍ଠା ଓ ସେବାଭାବ ବିଷୟରେ ଅବଗତ କରାଇଲେ ।ସୋରଡ଼ାରୁ ସଞ୍ଜୟ କୁମାର ସେଠୀଙ୍କ ରିପୋର୍ଟ
