ହିର୍ଲିପାଲି ଗ୍ରାମରେ ନୂଆଁଖାଇ ଭେଟଘାଟ
ବରଗଡ,ତା ୩୦ /୯(ସୁରେନ୍ଦ୍ର କଠାର )
ମହାନଦୀ କୋଲଲିମିଟେଡ଼ ସହଯୋଗୀତାରେ ଚକାବେନି ସାଂସ୍କୃତିକ କଲାପରିଷଦ ତରଫରୁ ବରଗଡ ଜିଲା ଅତାବିରା ବ୍ଲକ ଅଧିନ ହିଲ୍ଲୀପାଲି ଠାରେ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ହିର୍ଲିପାଲି ଗ୍ରାମପଂଚାୟତର ସରପଞ୍ଚ କବିତା ସାହୁ, ସମିତି ସଭ୍ୟ ବିଦ୍ୟାଧର ପଧାନ ଓ ପୋଲିସ ଅଧିକାରିଣୀ ଜୟନ୍ତୀ ଦୀପ ପ୍ରମୁଖ ଯୋଗଦାନ କରିଥିଲେ l ଏଥିରେ ଦଶ ଜଣକୁ ଓଡିଶା ଗୌରବ ସମ୍ମାନରେ ସାମ୍ମାନୀତ କରାଯାଥିଲା ସଭା ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଅନୁଷ୍ଠାନର ସମ୍ପାଦିକା ନୀଳିମା କଣ୍ଟା ଶେଷ ଧନ୍ୟବାଦ ପ୍ରଦାନ କରିଥିଲେ ସହଯୋଗୀତାରେ ଦିବାକର, ଦେବରାଜ, ଲଳିତ, ସେସଦେବ, ପ୍ରମୁଖ ସହଯୋଗ କରିଥିଲେ |
