September 29, 2024

+2କଳା ବ୍ରହ୍ମଗିରି ବ୍ଲକ ଟପ୍ପର ହୋଇଛନ୍ତି ପୂଜା ପ୍ରିୟଦର୍ଶିନୀ …

Share

ବ୍ରହ୍ମଗିରି ବ୍ଲକ ଅଲାରନାଥ ଧନ୍ଦାମୂଳକ ମହାବିଦ୍ୟାଳୟ ର +2କଳା ର ଛାତ୍ରୀ ହେଲେ ପୂଜା ପ୍ରିୟଦର୍ଶିନୀ ସେଠି l ଚଳିତବର୍ଷ +2କଳା ପରୀକ୍ଷା ରେ ବ୍ରହ୍ମଗିରି ବ୍ଲକରେ ୫୩୦ ମାର୍କ ରଖି ଟପ୍ପର ହୋଇଛନ୍ତି l ପୂଜା ବ୍ରହ୍ମଗିରି ବ୍ଲକ ବଡବେଣାକୁଦି ଗ୍ରାମର ମଦନ ସୁନ୍ଦର ସେଠି ଓ ଗୋଲାପ ସେଠୀଙ୍କ କନ୍ୟା ଅଟନ୍ତି l ପୂଜା ଏବଂ ପରିବାର ସଦସ୍ୟ ପୂଜାଙ୍କର ଏହି ସଫଳତା ପାଇଁ ମହାବିଦ୍ୟାଳୟ ର ଅଧ୍ୟାପକ ଅଧ୍ୟାପିକା ଓ ପୂଜା କୋଚିଂ ନେଉଥିବା ଆଶୀର୍ବାଦ ଷ୍ଟଡି କମ୍ପ୍ଲେକ୍ସ ର ଅଧକ୍ଷ ଦେବରାଜ ପାତ୍ରଙ୍କୁ ସମସ୍ତ ଶ୍ରେୟ ଦେଇଛନ୍ତି l
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)