November 16, 2024
Share

 

ତାରିଖ ୩୦/୦୧/୨୦୨୩ ସୋମବାର ।

 

ଛାତିରେ ବାଜିଲା ଗୁଳି, ଚିରନିଦ୍ରାରେ ସ୍ୱାସ୍ଥ୍ୟମନ୍ତ୍ରୀ: ସାରା ଓଡିଶା ସ୍ତବ୍ଧ, ସବୁଠି ଶୋକର ଛାୟା ।

 

ନବ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ ପ୍ରକାଶ। ପରିବାର ପ୍ରତି ଜଣାଇଲେ ସମବେଦନା। ।

 

ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଗୁଳିକାଣ୍ଡ ଘଟଣା: କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ସହ ୯ଜଣିଆ ଟିମ କରିବ ତଦନ୍ତ।

 

ବିଧାନସଭା ପରିସରରେ ନବଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ।

 

ମନ୍ତ୍ରୀ ନବ ଦାସଙ୍କ ବିୟୋଗରେ ତିନି ଦିନ ଶୋକ ପାଳନ, ଆଜି ଝାରସୁଗୁଡ଼ାରେ ହେବ ଶେଷକୃତ୍ୟ।

 

ନବ ଦାସଙ୍କ ପରଲୋକ; ଶୋକ ପ୍ରକାଶ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ।

 

ଇତିହାସ ରଚିଲା ଭାରତୀୟ ମହିଳା ଦଳ: ଇଂଲଣ୍ଡକୁ ହରାଇ ଜିତିଲା ପ୍ରଥମ ଅଣ୍ଡର-୧୯ ଟି-୨୦ ବିଶ୍ୱକପ।

 

ଗୁଳି ଚଳାଇଥିବା ମୁଲାୟମଙ୍କୁ ପଦ୍ମ ବିଭୂଷଣ ଦେଲ, ଵାଲାସାହେବଙ୍କୁ କାହିଁକି ଦେଲ ନାହିଁ: ସଞ୍ଜୟ ରାଉତ ।

 

କଶ୍ମୀରରେ ଯଦି ସବୁ ଠିକ ତା’ହେଲେ କାହିଁକି ଶାହା ଲାଲ ଚୌକ୍ ପର୍ଯ୍ୟନ୍ତ ଚାଲୁନାହାଁନ୍ତି: ରାହୁଲ ଗାନ୍ଧୀ ।

 

ବଦଳିଲା ହୋଶଙ୍ଗାବାଦ ରେଳଷ୍ଟେସନର ନାମ, ନୂଆ ନାମ ହେଲା ‘ନର୍ମଦାପୁରମ’ ।

 

ପୁରୁଷ ହକି ବିଶ୍ବକପ୍‌: ୩-୧ ଗୋଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରି କାଂସ୍ୟ ପଦକ ଜିତିଲା ନେଦରଲାଣ୍ଡ୍ସ।

 

ଏଏସଆଇ ଗୋପାଳ ଦାସଙ୍କ ସ୍ତ୍ରୀ ଦେଲେ ବଡ଼ ପ୍ରତିକ୍ରିୟା: ମୋ ସ୍ବାମୀ ମାନସିକ ରୋଗରେ ଆକ୍ରାନ୍ତ ଥିଲେ, ଔଷଧ ଖାଉଥିଲେ ।

 

ଯୋଶୀମଠ ସୁରକ୍ଷା ପାଇଁ ବି‌ଶେଷଜ୍ଞଙ୍କ ପରାମର୍ଶ: ପରିବେଶ-ସମ୍ବେଦନଶୀଳ ଅଞ୍ଚଳ ଘୋଷଣା ହେଉ।

 

ସରିଲା ଡଟ୍‌ଫେଷ୍ଟ: ଫୁଡ୍‌ ଫେଷ୍ଟିଭାଲ୍‌ରେ ୨ କୋଟି ବେପାର ।

 

ବଢ଼ିବ ସର୍କିଟ୍‌ ହାଉସ୍‌ର କଳେବର, ୩୦ କୋଟିରେ ଆଉ ଦୁଇଟି ୪ ମହଲା ବିଲ୍ଡିଂ ।

 

‘ଆପଣ ମୋତେ ହିନ୍ଦୁ କୁହନ୍ତୁ’, ଆଲିଗଡ଼ ମୁସଲିମ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠାତାଙ୍କ କଥା ସ୍ମରଣ କରାଇଲେ କେରଳ ରାଜ୍ୟପାଳ ।

 

ଦିନକୁ ୩୪୦୦ ପ୍ରଯୁକ୍ତି କର୍ମଚାରୀ ଛଟେଇ: ଜାନୁଆରିରେ ୨୧୯ କମ୍ପାନି ୬୮ ହଜାର କର୍ମଚାରୀଙ୍କୁ ବିଦା କଲେଣି।

 

ବିବିସି ବିବାଦକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଚେତାବନୀ: ଦେଶକୁ ଭାଙ୍ଗିବାର ବାହାନା ସଫଳ ହେବନି ।

 

‘ବିବିସି ଭାରତ ଛାଡ଼’: ଦିଲ୍ଲୀ କାର୍ଯ୍ୟାଳୟ ବାହାରେ ଲାଗିଲା ବୋର୍ଡ ।

 

ଦିଲ୍ଲୀ-ଏନ୍‌ସିଆର୍‌ରେ ଖଲିସ୍ତାନୀ ସ୍ଲିପର୍‌ ସେଲ ସକ୍ରିୟ: ବଡ଼ ଆକ୍ରମଣ ନେଇ ଗୁଇନ୍ଦା ଚେତାବନୀ ।

 

ପାକିସ୍ତାନରେ ପେଟ୍ରୋଲ ଦାମ୍‌ ୨୫୦ ଟଙ୍କା ଛୁଇଁଲା ।

 

ବର୍ଷର ପ୍ରଥମ ‘ମନ୍ କୀ ବାତ୍‌’: ‘ପଦ୍ମ ପୁରସ୍କୃତଙ୍କ ମଧ୍ୟରେ ଆଦିବାସୀଙ୍କୁ ଦେଖି ଭାରତ ଗର୍ବିତ’ ।

 

ଓଡ଼ିଶାର ମିଲେଟ୍ ମିଶନକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି ।

 

ରଜନୀକାନ୍ତଙ୍କ ଫଟୋ, ନାଁ ଇତ୍ୟାଦି ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ଚେତାବନୀ, ଓକିଲ ଜାରି କଲେ ନୋଟିସ୍‌ ।

 

ସୁପ୍ରଭାତ ,ଶୁଭ ସକାଳ ।

You may have missed