June 21, 2026

ଧର୍ମାନ୍ତରୀକରଣ କୁ ନେଇ ନୀଳଗିରି ରେ ଉତ୍ତେଜନା,

IMG-20241229-WA0006
Share

ନୀଳଗିରି ( ଦେବାଶିଷ ଦାଶ୍ )

ବାଲେଶ୍ୱର ଜିଲ୍ଲା ନୀଳଗିରି ରେ ନିରୀହ ଆଦିବାସୀ ଙ୍କୁ ପ୍ରଲୋଭିତ କରି,,ଧର୍ମ ପରିବର୍ତନ କରୁଥିବା ସମୟରେ,,ଉତ୍ତେଜନା ଦେଖା ଦେଇଛି,,ଏ ନେଇ ଉତ୍ତ୍ୟକ୍ତ ଗ୍ରାମବାସୀ ତିନି ଜଣ ଙ୍କୁ ଗଛରେ ବାନ୍ଧିବା ଶହ,, ଭୋଜି ପାଇଁ ପ୍ରସ୍ତୁତି ହୋଇଥିବା ରନ୍ଧା ମାଂସ ତରକାରୀ କୁ ଫିଙ୍ଗି ଦେଇଥିଲେ,, ଘଟଣା ସ୍ଥଳରେ ନୀଳଗିରି ପୁଲିସ ପହଂଚି ପରିସ୍ଥିତି କୁ ନିୟନ୍ତ୍ରଣ କରିଛି,, ମିତ୍ରପୁର ନିକଟସ୍ଥ ଗୋବର୍ଧନ ପୁର ଗାଁରେ,, ଆଜି ଅପରାହ୍ନ ରେ ଭୋଜି ଆୟୋଜନ କରାଯାଇ ଏକ ଆଦିବାସୀ ପରିବାର ଧର୍ମାନ୍ତରୀକରଣ କରାଯାଉ ଥିଲା,,ମିତ୍ରପୁର ମଖାପଦା ଅଂଚଳର ସୁବାସିନୀ ସିଂ, ରେମୁଣା ଥାନା ମୁଖୁରା ଅଂଚଳର,,ସୁକାନ୍ତି ସିଂ ସେହି ପଂଚାୟତ ଛଣଖଣ ପୁର ଗାଁର,,ଗୋବିନ୍ଦ ସିଂଙ୍କ ସମେତ ଅନ୍ୟ ଜଣେ ଯୁବକ,, ଏକ ଆଦିବାସୀ ପରିବାର କୁ ପ୍ରୋଲୋଭିତ କରି ଧର୍ମ ପରିବର୍ତନ କରୁଥିଲେ,,ଗୁରୁବାର ଏମାନେ ଘରେ ମାଂସ ଭୋଜି ସାଙ୍ଗ କୁ କେକ୍ କାଟି ପାର୍ଟି ମନାଇବା ପରେ,, ଧର୍ମ ପରିବର୍ତନ ଯୋଜନା କରୁଥିଲେ,, ଗ୍ରାମବାସୀ ଏହିଭଳି ଆଚରଣ ଦେଖି ଉତ୍ୟକ୍ତ ହୋଇ ପଡ଼ିଥିଲେ,, ଏହି ତିନି ଜଣ ଧର୍ମପରିବର୍ତନ କାରୀ ଙ୍କୁ,, ଗଛରେ ବାନ୍ଧି ଉତ୍ତମ ମଧ୍ୟ୍ୟମ୍ ଦେବା ଶହ, ସେମାନଙ୍କ ମୁହଁରେ କେକ୍ ବୋଳି ରନ୍ଧା ମାଂସ କୁ ଫିଙ୍ଗି ଦେଇଛନ୍ତି,ଅଂଚଳବାସୀ ଙ୍କର ମେଳି ତଥା ଉତେଜନା ଦେଖି, ଏହି ଘଟଣା ର ମୁଖ୍ୟ କାର୍ପଟାଦର ଫେରାର ହୋଇଯାଇଥିଲା,, ଖବର ପାଇ ଦେବ ସେନା ସଂଗଠନ ନୀଳଗିରି ବ୍ଲକ ସଭାପତି ବାଦଲ ପଣ୍ଡା ସେଠାରେ ପହଂଚି ଧର୍ମାନ୍ତୀରୀ କରଣ କରୁଥିବା ଲୋକଙ୍କୁ,, ତାଗିଦ କରିବା ଶହ ପୁଲିସ ଙ୍କୁ ଖବର ଦେଇଥିଲେ,,ଘଟଣା ସ୍ଥଳରେ ନୀଳଗିରି ପୁଲିସ ପହଂଚି ପରିସ୍ଥିତି ନିୟନ୍ତ୍ରଣ କରିବା ଶହ ଉପରୋକ୍ତ ତିନି ଜଣ ଙ୍କୁ ଥାନା ରେ ଅଟକ ରଖି ପଚରା ଉଚରା କରୁଛି,,