November 25, 2024
Share

 

୧-ଭୁବନେଶ୍ୱର: ନିଯୁକ୍ତି ପାଇଲେ ୨୪୭୩ ଚିକିତ୍ସାଧିକାରୀ , ଶ୍ରେଷ୍ଠ ସେବା ପ୍ରଦାନ ପାଇଁ ଚେଷ୍ଠା କର: ପାଣ୍ଡିଆନ୍।

୨-ଭୁବନେଶ୍ୱର: ଶିତ କମିଛି,୧୬ ଜିଲ୍ଲାକୁ ଘନ କୁହୁଡି ସତର୍କତା।

୩-ନନ୍ଦପୁର:ପାତାଳିରେ ବୁଡିଲା ଦେଶୀ ଡଙ୍ଗା,ଜଣେ ମୃତ,୪ ନିଖୋଜ।

୪-ଆନନ୍ଦପୁର: ବଣଭୋଜି ବସ୍ ଦୁର୍ଘଟଣାଗ୍ରସ୍ତ,୨୦ ଛାତ୍ର ଆହତ,୨ ଗୁରୁତରଙ୍କୁ କଟକ ବଡ଼ ଡ଼ାକ୍ତରଖାନା ସ୍ଥାନାନ୍ତର।

୫-SCBରେ ରୋଗୀ ସେବା ବ୍ୟାହତ, ୮ଦିନ ହେବ ଅଚଳ ଜରୁରୀ କାଳୀନ ବିଭାଗ ଲିଫ୍ଟ।

୬-ନୂଆ ବର୍ଷ ପାଇଁ ପୁରୀରେ ଭକ୍ତଙ୍କ ଭିଡ଼, ୩୧ ରାତି ସାରା ମନ୍ଦିର ଖୋଲା।

୭-ଢେଙ୍କାନାଳ ଅନନ୍ତ ଶୟନ କ୍ଷେତ୍ରର ବିକାଶ ଓ ଉନ୍ନୟନ ପାଇଁ ଅର୍ଥ ମଞ୍ଜୁର, ଧନ୍ୟବାଦ ସଭାରେ ଯୋଗଦେଲେ 5-T ଅଧ୍ୟକ୍ଷ।

୮-ବଲାଙ୍ଗୀର:ହାଉସ ସର୍ଜନ ଛାତ୍ରଙ୍କୁ ଆକ୍ରମଣ, ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜରେ ଉତ୍ତେଜନା।

୯-ଭୁବନେଶ୍ୱର ବିମାନବନ୍ଦର ଠାରୁ କଟକ ନେତାଜୀ ବସ୍ ଟର୍ମିନାଲ ପର୍ଯ୍ୟନ୍ତ ଚାଲିବ ମେଟ୍ରୋ ଟ୍ରେନ୍।

୧୦-ପୁରୀ:ଦୁର୍ଦ୍ଦାନ୍ତ ଅପରାଧୀ କାଳୁ ଭୋଳକୁ ଏନ୍‌କାଉଣ୍ଟର; ଡାକ୍ତରଖାନାରେ ଭର୍ତ୍ତି।

୧୧-ନୂଆ ବର୍ଷ ପୂର୍ବରୁ ଭୁବନେଶ୍ବରରେ ଫୁଟିଲା ଗୁଳି । କୁଖ୍ୟାତ ଅପରାଧୀ ରଘୁ ବିଶ୍ଵାଳକୁ କମିଶନରେଟ୍ ପୋଲିସର ଏନ୍‌କାଉଣ୍ଟର।

୧୨-ଭୁବନେଶ୍ୱର:OJS ରେଜଲ୍ଟ; କିଟ୍ ର ତିନି ଛାତ୍ରୀ ପାଇଲେ ସଫଳତା।

୧୩-ଚିନ୍ତା ବଢ଼ାଉଛି କରୋନା ସଂକ୍ରମଣ । ଦିନକରେ ୬୯୨ ସଂକ୍ରମିତ ଚିହ୍ନଟ, ୨୪ଘଂଟାରେ ଗଲା ୬ଜଣଙ୍କ ଜୀବନ।

୧୪-କେନ୍ଦ୍ରାପଡାର ଗୋବରୀ ନଦୀ ତିନିମୁହାଣୀ ଛକ ଉପରେ କେବେ ସରିବ ପୋଲ କାମ । ଦିନ ଗଡୁଛି ହେଲେ ନିର୍ମାଣଧିନ ଭାଙ୍ଗା ପୋଲର ହେଉନାହିଁ ପୁନଃନିର୍ମାଣ।

୧୫-ବାଲିଗୁଡ଼ା:ଏସିଡ୍ ଆକ୍ରମଣରେ ବାପ-ପୁଅଙ୍କ ସମେତ ୩ ଆହତ, ଆକ୍ରମଣକାରୀକୁ କାବୁ କଲେ ସ୍ଥାନୀୟ ଲୋକେ।

୧୬-ରଙ୍ଗିନ ପୋଷ୍ଟରରେ ଝଲସୁଛି ଅଯୋଧ୍ୟା, ସହରରେ ମଦ ଓ ମାଂସ ବିକ୍ରି ନିଷିଦ୍ଧ।

୧୭-ନୂଆ ଦିଲ୍ଲୀ:ଅଟା, ଡାଲି ପରେ ଚାଉଳ ଦରରେ ମିଳିବ ଆଶ୍ୱସ୍ତି, ୨୫ ଟଙ୍କାରେ କିଲେ ଚାଉଳ ବିକ୍ରି କରିବେ ସରକାର !

୧୮-ଜୋମାଟୋକୁ ୪୦୧ କୋଟିର ଜିଏସ୍‌ଟି ନୋଟିସ୍, କମ୍ପାନି କହିଲା- ଆଇନଗତ ଉପାୟରେ ଦେବୁ ଉତ୍ତର।

୧୯-କୂଟନୀତିରେ ଭାରତକୁ ବଡ ସଫଳତା । କତାରରେ ଭାରତର ୮ ପୂର୍ବତନ ନୌସେନା ଅଧିକାରୀଙ୍କ ଫାଶୀ ଦଣ୍ଡାଦେଶ ଉପରେ ଲାଗିଲା ରୋକ।

୨୦-ଅଯୋଧ୍ୟା ଯିବେ ମୋଦୀ, ଉଦଘାଟନ କରିବେ ଅଯୋଧ୍ୟା ଧାମ ଜଙ୍କସନ ଓ ଅମୃତ ଭାରତ ଟ୍ରେନ୍।

୨୧-୯୬ ଲକ୍ଷ ତୀର୍ଥଯାତ୍ରୀ ପରିଦର୍ଶନ କଲେ ବୈଷ୍ଣୋଦେବୀଙ୍କ ପବିତ୍ର ଗୁମ୍ଫା।

. 🙏 ସୁପ୍ରଭାତ 🙏