March 10, 2026

ଖାମଖଳିଆ ଭାବେ କାମ କରୁଛି ପୂର୍ତ୍ତ ବିଭାଗ ..

IMG-20251129-WA0036
Share

 

ମୋରଡା (ବିଭୁତି ରାଉତ୍)

ପୂର୍ତ୍ତ ବିଭାଗ ଅଧୀନରେ ଚାଲିଛି ରାସ୍ତା କାମ କିନ୍ତୁ ଦୁଃଖର ବିଷୟ ଏଇ ରାସ୍ତାରେ କାମ ନ ସରୁନି ବାରମ୍ବାର ଦୁର୍ଘଟଣା ଦେଖିବାକୁ ମିଳୁଛି ଏହା ମୋରଡା ରୁ ଚିତ୍ରଡା ଏଇ ସବୁ ଦୁର୍ଘଟଣା ଦେଖିବାକୁ ମିଳୁଛି କିନ୍ତୁ ଏହା ପ୍ରତି କୌଣସି ବିଭାଗୀୟ ପଦାଧିକାରୀ ଦୃଷ୍ଟି ଆକର୍ଷଣ କରୁନାହାନ୍ତି ଆଜି ୨୯/୧୧/୨୫

ସନ୍ଧ୍ୟା ୫:୩୦ ରେ ଏକ ମାଲ୍ ବୋଝେଇ ଗାଡ଼ିରେ ଲେବର କାମ କରିବାପାଇଁ ଯାଇ ଫେରି ଆସିବା ବେଳକୁ ହଠାତ ମାଲ୍ ବୋଝେଇ ଲେବର ଗାଡ଼ି ସହିତ ନିଶା ଶକ୍ତ ବାଇକ୍ ଆରୋହି ଜସାଇ ମୁର୍ମୁ ଶଙ୍କର ମୁର୍ମୁ ଗୁରୁତ୍ତର ଆହତ ହେବାରୁ ଫଳରେ ତାଙ୍କୁ ମୋରଡା ତାପରେ ବରମାଇଲ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଗଲା ଏଠାରେ ପ୍ରଶ୍ନ ରାସ୍ତା କାମ ଚାଲିଥିବାରୁ ସୁରକ୍ଷା ପାଇଁ ରାସ୍ତାର ଠିକାଦାରଙ୍କ ଦ୍ଵାରା କୌଣସି ପଦକ୍ଷେପ ନେଇ ନାହାଁନ୍ତି ଫଳରେ ବାରମ୍ବାର ଦୁର୍ଘଟଣା ହେବାକୁ ଯାଉଛି ।

ଜଣ ସାଧାରଣଙ୍କ ଦାବି ଏଠାରେ କୌଣସି ବେରିକେଟ ବା ହମ୍ପସ ନିର୍ମାଣ ନହେଲେ ଦୁର୍ଘଟଣା ରୁ କେହିବି ବଞ୍ଚିତ କରି ପାରିବେ ନାହିଁ ବୋଲି ଆଲୋଚନା ହେଉଛି।