March 10, 2026

ଉମରକୋଟ ବ୍ଲକ ଅନ୍ତର୍ଗତ ଐତିହାସିକ ପୋଡ଼ାଗଡ ପୀଠରେ ନୂଆଁଖାଇ ଅନୁଷ୍ଟିତ ହୋଇଯାଇଛି…..

IMG-20250829-WA0002
Share

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଏହି ଅବସରରେ ପୋଡ଼ାଗଡର ସମସ୍ତ ପୂଜାରୀ ପ୍ରତ୍ୟେକ ପୂଜାରୀ ରଇତ ମିଶି।ଭୈରବ ମନ୍ଦିର ଚୌରୀଆ ମନ୍ଦିର ମଙ୍ଗଲା ମନ୍ଦିର ଦୁର୍ଗା ମନ୍ଦିର ଭଙ୍ଗାରାମ ମନ୍ଦିର ଓ ଗୁଣ୍ଡୁରୁ ଭୈରବ ମନ୍ଦିରରେ ନୂଆଁଖାଇ ଉତ୍ସବ ଅନୁଷ୍ଟିତ ହୋଇ ଯାଇଛି ଏହି ଅବସରରେ ପୋଡ଼ାଗଡ ସେବାୟତ ଚାରିଟେବୁଲ ଟ୍ରଷ୍ଟର ସଭାପତି ଶ୍ରୀଯୁକ୍ତ ଉର୍ଦ୍ଧ୍ବ ଚରଣ ନାୟକ। ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ବେହେରା ପୂଜକ ବିଞ୍ଜାଲ ପୂଜାରୀ କୃଷ୍ଣ ପୂଜାରୀ ନାରାୟଣ ପୂଜାରୀ ଲକ୍ଷ୍ମଣ ପୂଜାରୀ ପୂର୍ଣ୍ଣ ପୂଜାରୀ ବିଭିନ୍ନ ମନ୍ଦିରରେ ପୂଜା ଅର୍ଚ୍ଚନା କରିଥିଲେ ଶେଷରେ ବିଞ୍ଜାଲ୍ ପୂଜାରୀ ଘରେ ମିଳିତ ଭାବରେ ନୂଆ ଚୁଡ଼ା ଭୋଗ ଖାଇଥିଲେ ପରେ ପରମ୍ପରା ପ୍ରକାରେ ସମସ୍ତେ ଜୁହାର ଭେଟ ହୋଇଥିଲେ ଆସନ୍ତା କାଲି ଜୁହାର ଭେଟ ଗାଉନ୍ତିଆ ଘରେ ଅନୁଷ୍ଟିତ ହେବ।