November 15, 2024
Share

 

୧-ଭୁବନେଶ୍ୱର: ଇ-କେୱାଇସି ଯାଞ୍ଚ ପରେ ନୂଆ ରାସନ କାର୍ଡ ପାଇବେ ହିତାଧିକାରୀ ।

୨-ପୁରୀ ଜିଲାରେ ବାର୍ଡ-ଫ୍ଲୁ ସ୍ଥିତି ଅଣାୟତ୍ତ, ନିମାପଡା ଓ ଡେଲାଙ୍ଗରୁ ନମୁନା ପଠାଗଲା ଭୋପାଳ।

୩-ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଡ଼କ ସୁରକ୍ଷା ସଂପର୍କିତ ସମୀକ୍ଷା ବୈଠକ,ବ୍ୟବସ୍ଥାରେ ଅଧିକ ଉନ୍ନତି ପାଇଁ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ।

୪-‘ସୁଭଦ୍ରା’ର SOP ପରେ ଆସିଲା ଗାଇଡଲାଇନ୍,ଉଭୟ ଅଫଲାଇନ ଏବଂ ଅନଲାଇନରେ ଆବେଦନ କରିହେବ।

୫-ରାତ୍ରି ଭୋଜନରେ ରୁଟି ପସନ୍ଦ, ଖାଦ୍ୟ ସୁରକ୍ଷା ଯୋଜନାରେ ମିଳିପାରେ ଗହମ – ସୂର୍ଯ୍ୟବଂଶୀ ସୁରଜ।

୬-ପୋଷଣ ଓ ଖାଦ୍ୟ ନିରାପତ୍ତା ପାଇଁ ରାଜ୍ୟ ସରକାରଙ୍କୁ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ପ୍ରଶଂସା।

୭-ରାଜ୍ୟରେ ଅଣାୟତ ଡେଙ୍ଗୁ, ଆକ୍ରାନ୍ତଙ୍କ ସଂଖ୍ୟା ୨୭ ଶହ ପାର୍।

୮-ଖୁବ୍ ଶୀଘ୍ର ଓଡ଼ିଆରେ ଅନୁବାଦ ହେବ ତୃତୀୟ ଓ ଚତୁର୍ଥ ବର୍ଷ ବିଟେକ ବହି ।

୯-ପୁରୀ: ଆନଂଦ ବଜାରରେ ବିକ୍ରି ହେବନି ବାସି ଅବଢ଼ା।

୧୦-ମେଡିକାଲ ନାମଲେଖା ସଂରକ୍ଷଣ ସୁବିଧାରୁ ଓବିସି ବଞ୍ଚିତ, ବିଧାନସଭାରେ ବିରୋଧି ସଦସ୍ୟଙ୍କ ଅଭିଯୋଗ।

୧୧-ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ୯ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ।

୧୨-CHSE ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍; ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେକର୍ଡ ସପ୍ଲାୟର୍ ପୁରେନ୍ଦ୍ର ସେଠୀଙ୍କ ଘରେ ରେଡ୍।

୧୩-ରାଜଧାନୀକୁ ବାର୍ଡ ଫ୍ଲୁ ଚିନ୍ତା,କମିଲା କୁକୁଡ଼ା ମାଂସ, ଫାଷ୍ଟ ଫୁଡ୍ ଦୋକାନରେ ବେପାର ମାନ୍ଦା।

୧୪-ରାଜ୍ୟରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ସିଏମ୍ କିଷାନ ଯୋଜନା, ବିଧାନସଭାରେ କୃଷି ମନ୍ତ୍ରୀ କେଭି ସିଂହଦେଓଙ୍କ ସୂଚନା।

୧୫-ରାଜଧାନୀରେ ଫୁଟିଲା ବୋମା, କାଞ୍ଚନ ପ୍ୟାଲେସ ହୋଟେଲ ସାମନାରେ, ବାଇକରେ ଆସି ବୋମାମାଡ଼ କରି ୩ ଦୁର୍ବୃତ୍ତ ଚମ୍ପଟ।

୧୬-ପଶ୍ଚିମ ଓଡ଼ିଶାକୁ ମିଳିଲା ଦୁଇଟି ନୂଆ ରେଳ ଲାଇନ୍ ପ୍ରକଳ୍ପ,ଏଥିରେ ଖର୍ଚ୍ଚ ହେବ ୨ ହଜାର ୯୨୬ କୋଟି ଟଙ୍କା।

୧୭-ରାଜ୍ୟର ୩୭୦ ପେଟ୍ରୋଲ ପମ୍ପରେ ଠକେଇ, ମାପ ଓ ଓଜନରେ ଠକୁଛନ୍ତି ବ୍ୟବସାୟୀ:ଖାଦ୍ୟ ଯୋଗାଣ ମନ୍ତ୍ରୀ

୧୮-ସାତକୋଶିଆକୁ ପୁଣି ଫେରିବେ ମହାବଳ; ମଧ୍ୟପ୍ରଦେଶରୁ ୧୫ଟି ବାଘୁଣୀ ଆଣିବାକୁ ମିଳିଛି ଅନୁମତି।

୧୯-ବିଧାନସଭାକୁ ମୋବାଇଲ୍ ମନା; ପାଣି ବୋତଲ ଉପରେ ବି ଲାଗିଲା କଟକଣା।

୨୦-ବେଆଇନ ସମ୍ପତ୍ତି ଠୁଳ ଉପରେ ଲାଗିବ ଲଗାମ । ସାବାଡ ହେବେ ଲାଂଚୁଆ ଓ ଦୁର୍ନୀତିଗ୍ରସ୍ତ ଅଧିକାରୀ:ପଶିବ IT ଘାଣ୍ଟିବ ED

୨୧-ଓଡିଶାର ୬ଟି ସହରରେ ଖୋଲିବ ୧୯ଟି ଘରୋଇ ଏଫ୍ଏମ୍ ଚ୍ୟାନେଲ୍।

୨୨-୨୩୪ ସହରରେ ଖୋଲିବ ୭୩୦ଟି ଏଫ୍ଏମ୍ ଚ୍ୟାନେଲ୍, ଇ-ନିଲାମକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ।

*🙏 ସୁପ୍ରଭାତ 🙏*