April 29, 2026

ଗତ କାଲି ସନ୍ଧ୍ୟା 5:30 ରେ କ୍ଷତୀୟବର ପୁର ହାଇସ୍କୁଲ ନିକଟରେ ରେ ଏକ ବଡ ଦୁର୍ଘଟଣା ଘଟିଛି

IMG-20260429-WA0019
Share

ଗତ କାଲି ସନ୍ଧ୍ୟା 5:30 ରେ କ୍ଷତୀୟବର ପୁର ହାଇସ୍କୁଲ ନିକଟରେ ରେ ଏକ ବଡ ଦୁର୍ଘଟଣା ଘଟିଛି |ଯେଉଁ ଦୁର୍ଘଟଣା ବାମ ହାତ ଟି ଶରୀର ରୁ ଅଲଗା ହେଇଯାଇଛି। ସୂଚନା ରୁ ଜଣା ପଢ଼ିଛି ଯେ ଏହି ଦୁର୍ଘଟଣା ର ଶିକାର ହେଇଥିବ ଯୁବକ ର ନାମ କୃଷ୍ଣଚନ୍ଦ୍ର ନାଇକ ଗ୍ରାମ (ବଡଦୌଡଙ୍ଗା ) ବସି କୁନା ନାଇକ ଙ୍କ ବଡ଼ ପୁଅ ବୟସ ( 25)। ନିଶା ଗ୍ରସ୍ତ ଅବସ୍ଥା ରେ ପକ୍ଷୀରାଜ ବସ 0D33L2345ଭଞ୍ଜନଗର ଠାରୁ ବ୍ରହ୍ମପୁର ଯିବା ରାସ୍ତା ରେ ଏହି ଦୁର୍ଘଟଣା ଘଟି ଥିଲା। ଯୁବକ ତଳେ ପଡି ଛଟ ପଟ ହେଉଥିବା ସମୟ ରେ ସେହି ଜାଗା ରେ ଥିବା ଲୋକ ମାନେ ଫୋଟୋ ଏବଂ ଭିଡ଼ିଓ କରିବା ଲାଗି ଥିଲେ କିନ୍ତୁ “ଯାହାକୁ ରଖିବ ଅନନ୍ତ ତାକୁ କି କରିବ ବଳବନ୍ତ “ଦେବ ଦୂତ ସାଜି ପହଂଚି ଥିଲେ ରତନପୁର ଗ୍ରାମ ର ଶିବପ୍ରସାଦ ମହାପାତ୍ର, ତୁରନ୍ତ କଲ୍ ଆମ୍ବୁଲାନ୍ସ କଲେ କିନ୍ତ ଆମ୍ବୁଲାନ୍ସ ଆସିବେ ରେ ବିଳମ୍ବ କରି ବାରୁ ନିଜ ପଇସା ରେ ଟ୍ୱେମ୍ପୁ କରି ପାଖରେ ଥିବା ଗୋବର ମେଡିକାଲ କୁ ନେଇଥିଲେ ସେଠି ଅବସ୍ଥା ଗୁରୁତର ହେବ ରୁ ବ୍ରହ୍ମପୁର ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇ ଥିଲା। ଘଟଣା ସ୍ଥଳ ରେ ପୋଲିସ ବସ କୁ ଅଟକାଇ ରଖିଛି। ପ୍ରତକ୍ଷଦର୍ଶୀ ମାନଙ୍କ କହିବା କଥା ଯେ ପିଲାମାନେ ଟି ନିଶାଗ୍ରସ୍ତ ଅବସ୍ଥା ସେ ବସ ତଳେ ପଡି ଯାଇଥିଲା ଏବଂ ବସ କୌଣସି ଦୋଷ ନଥିବା ର ଜଣା ପଢ଼ିଛି ଏବଂ ପୋଲିସ ପଚରାଉଚରା ଜାରି ରକହିଛି।ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ