March 10, 2026

ଗ୍ରାମ ପଞ୍ଚୟତ ସୁବିଧା କେନ୍ଦ୍ରର ଶୁଭ ଦେଲେ ବ୍ଲକ ଅଧ୍ୟକ୍ଷା

9baa0857-c987-486a-8746-db6fd82c56c1
Share


(ଉମରକୋଟ ରୁ ଏମ୍ ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)
ଆଦ୍ୟ ତା ୨୯.୦୩.୨୦୨୩ ରିଖ ବୁଧବାର ଦିନ ଉମରକୋଟ ବ୍ଲକ ଅନ୍ତର୍ଗତ ନେହୁରା ଗ୍ରାମ ପଂଚାୟତ ପରିସରରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତି ସୁଶୀଳା ମାଝି ଏବଂ ସରପଞ୍ଚ ଶ୍ରୀମତି ଉର୍ମିଳା ଭତ୍ରା ଗ୍ରାମ ପଂଚାୟତ ସୁବିଧା କେନ୍ଦ୍ର ଗୃହ ନିର୍ମାଣ ପାଇଁ ଶୁଭ ଦେଲେ ଏବଂ ସମୟରେ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଲେ ଉକ୍ତ ସମୟରେ ପଂଚାୟତ ନିର୍ବାହୀ ଅଧିକାରୀ ନେହୁରା, ଗ୍ରାମ ରୋଜଗାର ସେବକ, ଦେବିସିଂ ମାଝି, ତୁଳସୀ ରାମ ମାଝି, ଅଜିତ କୁମାର ବିଷୋୟୀ ତଥା ନାୟବ ସରପଂଚ ସହ ସମସ୍ତ ୱାର୍ଡ ମେମ୍ବର ସଭ୍ୟ ସଭ୍ୟା ଉପସ୍ଥିତି ରହିଥିଲେ ।