*ଭୁବନେଶ୍ବର ( ଅଫିସ )
*ଶୈଳେନ୍ଦ୍ର କୁମାର ଜେନା ହେଲେ ମିଶନ ଶକ୍ତି ଯୁଗ୍ମ ସଚିବ*
*ମମତା ବାରିକ ହେଲେ ଓଡ଼ିଶା ଜୀବିକା ମିଶନ ଯୁଗ୍ମ ସଚିବ*
*ବିନୋଦ କୁମାର ଜେନା ହେଲେ ପର୍ଯ୍ୟଟନ ବିଭାଗ ଯୁଗ୍ମ ସଚିବ*
*ଗୋପୀନାଥ କୁଅଁରଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ ଯୁଗ୍ମ ସଚିବ ଦାୟିତ୍ବ*
*ମନୋରଂଜନ ସାହୁ ହେଲେ ଭୁବନେଶ୍ବର ଉପଜିଲ୍ଲାପାଳ*