June 12, 2026

ମା ଦୁର୍ଗାଦେବୀଙ୍କର ବିଲ୍ୱ ବରଣ 

IMG-20250928-WA0039
Share

 

ବେଗୁନିଆ,(ଉପାନ୍ତ ଖବର): ବେଗୁନିଆ ବ୍ଲକ ବେଗୁନିଆ ଗ୍ରାମରେ ଦୀର୍ଘବର୍ଷ ଧରି ହୋଇଆସୁଥିବା ଦୁର୍ଗାପୂଜା ଦୁର୍ଗାମଣ୍ଡପ ଠାରେ ଦୁର୍ଗାଦେବୀଙ୍କର ପୁର ହିତ ଅକ୍ଷୟ କୁମାର ରଥ ମା ଦୁର୍ଗା ଠାକୁରାଣିଙ୍କର ପ୍ରଥମ ଦିବସରେ ବିଲ୍ଵ ବରଣ କରାଯାଇଥିଲା ଏହି କମିଟିର ମୁଖ୍ୟ ଉପଦେଷ୍ଟା ସ୍ଥାନୀୟ ବିଧାୟକ ପ୍ରଦିପ କୁମାର ସାହୁ, ସଭାପତି ସୁସାନ୍ତ କୁମାର ସ୍ଵାଇଁ, ଉପସଭାପତି, କୃଷ୍ଣଚନ୍ଦ୍ର ଜୟସିଂହ, ସଂପାଦକ ବିଭୂ ରଞ୍ଜନ ପଟ୍ଟନାୟକ, ଉପ ସଂପାଦକ ଜୟଦେବ ବେହେରା, କୋଷାଧ୍ଯକ୍ଷ ପ୍ରଭାତ କୁମାର ସାହୁ, ବିଶ୍ଵନାଥ ସୁନ୍ଦରା,ଶିଶିର କୁମାର ସାହୁ, ଦୁର୍ଯଧନ ଝୁଝାରସିଂହ, ସନାତନ ବେହେରା, ସୁବାସ ଚନ୍ଦ୍ର ସାହୁ, ସନ୍ତୋସ କୁମାର ପଣ୍ଡା, ବସନ୍ତ କୁମାର ସାହୁ, ପ୍ରତାପ କୁମାର ପରିଡା, ଓଁ ପ୍ରକାଶବାହୁ ବଳେନ୍ଦ୍ର, ଭବାନୀଶଙ୍କର ଜୟସିଂହ, ସୌମ୍ୟରଞ୍ଜନ ସାହୁ, ସୁଦର୍ଶନ ପ୍ରଧାନ, ସୁସାନ୍ତ କୁମାର ସାହୁ, ପ୍ରକାଶ କୁମାର ରାଉତ,ଶରତଚନ୍ଦ୍ର ଜେନା, ସର୍ବେଶ୍ଵର ମହାନ୍ତି, ପ୍ରସାନ୍ତ କୁମାର ସାହୁ ଓ ବେଗୁନିଆ ଗ୍ରାମର ସମସ୍ତ ଭାଇ ଓ ଭଉଣୀ ମାନେ ମିସି ଏହି ଦଶହରା ପର୍ବଟିକୁ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବାଲାଗି ଜନ ସାଧାରଣଙ୍କୁ ଜଣାଇଥିଲେ।

 

ରିପୋର୍ଟର ମାନସ ରଞ୍ଜନ କର

You may have missed