March 10, 2026

କୁଲତାଟୁକୁରା ଉଚ୍ଚ ବିଦ୍ୟାଳୟରେ ବିଶ୍ବ ପ୍ରକୃତି ସଂରକ୍ଷଣ ଦିବସ

IMG-20250728-WA0039
Share

 

 

ସୁରେନ୍ଦ୍ର କଠାର,ବରଗଡ

 

ସୋମବାର ଦିନ ୧୦ ଟା ସମୟ ରେ କୁଲତଟୁକୁରା ସରକାରୀ ଉଚ୍ଚ ବିଦ୍ୟାଳୟରେ ରେ ବିଶ୍ଵ ପ୍ରକୃତି ସଂରକ୍ଷଣ ଦିବସ ପାଳନ କରା ଗଲା ଏଥିରେ ମୁଖ୍ୟ ଅତିଥି ଭାବରେ TPWODL. CSR ମୁଖ୍ୟ ଅରୁଣା ମାରାଣ୍ଡି , ଫରେଷ୍ଟର ଲୋକେଶ ଭୋଇ, ସରପଞ୍ଚ ପୁଷ୍ପାଞ୍ଜଳି ଷଡ଼ଙ୍ଗୀ, J E ରାକେଶ କୁମାର ସାହୁ ଅତାବିରା ପ୍ରଧାନ ଶିକ୍ଷକ ସୂର୍ଜନ ଦାସ ଓ ରୁଦ୍ରପ୍ରସଦ ଛନ୍ଦ ଛାତ୍ର ଛାତ୍ରୀ ମନଙ୍କୁ ବିଶ୍ବ ପ୍ରକୃତି ସଂରକ୍ଷଣ ବିଷୟରେ ଉଦବୋଧନ ଦେଇ ଖେଳ ପଡିଆ ର ଚାରି ପାଶ୍ୱର୍ରେ ୨୦୦ଟି ବୃକ୍ଷରୋପଣ କରି ଥିଲେ ଶେଷରେ