September 15, 2026
IMG-20230428-WA0009
Share

ମନେ ପଡିଲେ ମଧୁ ବାବୁ

କୋରାପୁଟ ଜ଼ିଲ୍ଲା କୋଟପାଡ଼ ସହରରେ ଥିବା ମଧୁ ବାଵୁଙ୍କ ପ୍ରତିମୂର୍ତ୍ତି ରେ ଓକିଲ ସଙ୍ଘ ତରଫରୁ ଶ୍ରଦ୍ଧା ସୁମନ ଆର୍ପଣ କରାଯିବା ସହ ତାଙ୍କ ସ୍ମୃତିଚାରଣ କରାଯାଇଛି ଓକିଲ ସଂଘର ସଭା ପତି ଶ୍ରୀ ମଣି ପ୍ରସାଦ ପଟ୍ଟନାୟକ ଙ୍କ ସଭାପତି ତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ବିରିଷ୍ଟ ଆଇନଜୀବୀ ଶ୍ରୀ ଜିତେନ୍ଦ୍ର ନାଥ ମହାପାତ୍ର. ଘନ ଶ୍ୟାମ ବିଶ ଇ. ଗୁପ୍ତ ବେହେରା. ବିଦ୍ୟୁତ ଲତା ବକ୍ସି. ଅଜିତ ପାତ୍ର. ଙ୍କ ସମେତ ବହୁ ଆଇନ ଜୀବି ବନ୍ଧୁ ମାନେ ଉପସ୍ଥିତ ଥିବା ଜଣା ଯାଇଛି. ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟନିୟୁସ ଉପାନ୍ତ ଓଡିଶା