ଆଜିର ଖବର..
୧-ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର;ମେ’ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ଫଳାଫଳ।
୨-ରାଜ୍ୟ ସଭା ସସ୍ ପେନସ୍:୩-୧ ନା ୨-୨, ଭୁବନେଶ୍ୱରରୁ ଦିଲ୍ଲୀ ଧାଁ ଧପଡ, କଂଗ୍ରେସ ଆଣିଲା ୩ ସେଟ୍ ଫର୍ମ।
୩-କଟକ:ଓଡ଼ିଆ ଅଭିନେତ୍ରୀ ନିକିତା ମୃତ୍ୟୁ ମାମଲାରେ ସ୍ୱାମୀ ଲିପନଙ୍କୁ ଆଜୀବନ କାରାଦଣ୍ଡ।
୪-କେନ୍ଦ୍ରାପଡ଼ା:ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ କୋରଡ଼ା ଗଡ଼ ଆରଆଇ; ପଟ୍ଟା ସଂଶୋଧନ କରିବାକୁ ନେଉଥିଲେ ୫ ହଜାର ଟଙ୍କା।
୫-ପାରାଦ୍ୱୀପରେ ଛାତରୁ ପଡ଼ି ଯୁବତୀଙ୍କ ମୃତ୍ୟୁ ମାମଲା: ପ୍ରେମିକ ଓ ଭଡ଼ାଟିଆ ଗିରଫ।
୬-ଭୁବନେଶ୍ୱର:PCR କର୍ମଚାରୀଙ୍କୁ ପୋଲିସ୍ ର ଫତୁଆ, ଢ଼ିଲା ହେଲେ ସିଧା ନିଲମ୍ବନ।
୭-ମାର୍ଚ୍ଚ ୪ରୁ ୮ ତାରିଖ ପର୍ଯ୍ୟନ୍ତ କିଟ୍ ବିଶ୍ୱବିଦ୍ୟାଳୟରେ ବିଚ୍ ଭଲିବଲ୍ ଚାମ୍ପିଅନ୍ସିପ୍ ହେବ ଆୟୋଜିତ,୮୨ଟି ଦଳ କରିବେ ଅଂଶଗ୍ରହଣ।
୮-ଭୁବନେଶ୍ୱର:ଏଣିକି ମନଇଛା ଲଗାଇ ପାରିବେନି ହୋର୍ଡିଂ, ବିଏମସି ଅଞ୍ଚଳରେ ନେବାକୁ ପଡିବ ଅନୁମତି।
୯-ବ୍ରହ୍ମପୁରରେ ବ୍ୟବସାୟୀ ଓ ବିଲଡରଙ୍କ ଘରେ ଇଡି ରେଡ୍, ଆର୍ଥିକ ହେରଫେରକୁ କେନ୍ଦ୍ର କରି ଚଢଉ ହୋଇଥିବା ସନ୍ଦେହ।
୧୦-ବରକୁ ୬୦, କନ୍ୟାକୁ ୨୬:ଚର୍ଚ୍ଚାରେ ହକୀମ ବାବରଙ୍କ ବିବାହ, ସୋସିଆଲ ମିଡିଆରେ ୟୁଜର୍ସ କଲେ ଟ୍ରୋଲ।
୧୧-ଓଡ଼ିଶା ଆସୁଛନ୍ତି ଅମିତ ଶାହ: ଭୁବନେଶ୍ୱରରେ ଜୋରଦାର ପ୍ରସ୍ତୁତି, ମାର୍ଚ୍ଚ ୬ରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ରହିଛି।
୧୨-ଭୁବନେଶ୍ଵର:ଆସନ୍ତା ମାର୍ଚ୍ଚମାସ ୨ ତାରିଖ ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ l
୧୩-ଶକ୍ତିଶାଳୀ ଭୂକମ୍ପରେ ଥରିଲା କଲିକତା; ଭୟଭୀତ ହୋଇ ଘରୁ ବାହାରକୁ ପଳାଇ ଆସିଲେ ଲୋକେ।
୧୪-ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କୁ ଆଶ୍ୱସ୍ତି, ଗିରଫଦାରୀ ଉପରେ ଲାଗିଲା ଆହ୍ଲାବାଦ ହାଇକୋର୍ଟଙ୍କ ରୋକ।
୧୫-କଲମ୍ବୋ: ନ୍ୟୁଜିଲାଣ୍ଡ ,ଇଂଲଣ୍ଡ ଠାରୁ ୪ ଓ୍ବିକେଟ୍ ରେ ପରାସ୍ତ,ସେମିକୁ ପାକିସ୍ତାନ ଯିବା ଆଶା ଜୀବିତ।
୧୬-କଲକତା:ବାପାଙ୍କ ଅନ୍ତିମ ସଂସ୍କାର ସରିବା ପରେ ପୁଣି ଟିମ୍ ଇଣ୍ଡିଆରେ ଯୋଗଦେବାକୁ ଫେରୁଛନ୍ତି ରିଙ୍କୁ ସିଂହ।
୧୭-ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲା: କେଜ୍ରିୱାଲ ଓ ସିସୋଦିଆଙ୍କ ସମେତ ୨୩ ଅଭିଯୁକ୍ତ ନିର୍ଦ୍ଦୋଷ।
୧୮-ବାୟୁସେନାର ସ୍ୱଦେଶୀ ଲଢୁଆ ହେଲିକପ୍ଟର ‘ପ୍ରଚଣ୍ଡ’ରେ ଉଡ଼ିଲେ ରାଷ୍ଟ୍ରପତି; ଐତିହାସିକ ଉଡ଼ାଣ ସହ ଦେଶର ପ୍ରଥମ ରାଷ୍ଟ୍ରପତି ହେଲେ ଦ୍ରୌପଦୀ ମୁର୍ମୁ।
୧୯-ବିନା ସିମ୍ ରେ ଚାଲିବନି ହ୍ବାଟ୍ସଆପ୍, ମାର୍ଚ୍ଚ ପହିଲାରୁ ଲାଗୁ ହେବ ନୂଆ ନିୟମ।
୨୦-ଡୁରାଣ୍ଡ ଲାଇନ୍:ପାକିସ୍ତାନ ଉପରେ ତାଲିବାନ ହମଲା, ୫୫ ପାକିସ୍ତାନୀ ସୈନ୍ୟଙ୍କ ମୃତ୍ୟୁ।
୨୧-ନୂଆ ଦିଲ୍ଲୀ:ଆମେରିକା ବିଶ୍ୱ ବିଦ୍ୟାଳୟରେ ଭାରତୀୟଙ୍କ ସଂଖ୍ୟା ୪୫% ହ୍ରାସ।
🙏 *ସୁପ୍ରଭାତମ୍* 🙏
