ସମାଜସେବୀ ରମେଶ ଆଚାର୍ଯ୍ୟ ଙ୍କ ବିୟୋଗରେ ଶୋକ..
ତିର୍ତ୍ତୋଲ ବ୍ଲକ,କଟରା ପଞ୍ଚାୟତ ଅଧିନ ଜଗନ୍ନାଥପୁର ଗ୍ରାମର ଜଣାଶୁଣା ବିଶିଷ୍ଟ ସମାଜସେବୀ ରମେଶ ଚନ୍ଦ୍ର ଆଚାର୍ଯ୍ୟ ଙ୍କର ପରଲୋକ ହୋଇଯାଇଛି । ସେ ଜଣେ ମିଷ୍ଟଭାଷୀ ପରୋପକାରୀ, ମେଳା ପି ଓ ନିର୍ବିବାଦୀୟ ବ୍ୟକ୍ତି ଥିବାରୁ ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳର ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଓ ଜନପ୍ରତିନିଧି ମାନେ ତାଙ୍କର ଶେଷ ଦର୍ଶନ କରି , ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ, ପୁରୀ ଶ୍ରୀକ୍ଷେତ୍ର ସ୍ଵର୍ଗଦ୍ଵାର ରେ ତାଙ୍କର ଶେଷ କୃତ୍ୟ ସଂପନ୍ନ ହୋଇଥଲା। କନିଷ୍ଠ ପୁତ୍ର ଅଂଶୁମାନ ଆଚାର୍ଯ୍ୟ ମୁଖାଗ୍ନି ଦେଇଥିଲେ। ତାଙ୍କର ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଜଗତ୍ସିଂହପୁରର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଓଡିଶା
