April 24, 2026

୧୦୮ ଆମ୍ବୁଲାନ୍ସ କର୍ମଚାରୀ ଆଶିଷ ଙ୍କ ମହାନତା ..

IMG-20250627-WA0031
Share

 

 

ସୁରେନ୍ଦ୍ର କଠାର,ବରଗଡ

 

ବରଗଡ଼ ଜିଲ୍ଲା ବୁଡେନ ଥାନା ୧୦୮ ଆମ୍ବୁଲାନ୍ସ ଉପଖଣ୍ଡ ଚିକିତ୍ସାଲୟ ପାଟଣାଗଡ ହସ୍ପିଟାଲ ରୁ ରୋଗୀ ଛାଡି ଫେରୁଥିବା ସମୟରେ ଆମ୍ବୁଲାନ୍ସ କର୍ମଚାରୀ ରାସ୍ତାରେ ମୋବାଇଲ ଟିଏ ପାଇଥିଲେ l ମୋବାଇଲ ମାଲିକ କୁ ଖୋଜି ଆମ୍ବୁଲାନ୍ସ କର୍ମଚାରୀ ଇଏମଟି ଆଶିଷ କୁମାର ଶତପଥି,ପାଇଲଟ ବାବୁଲାଲ ବରିହା,ହେଲ୍ପର ସୁଶୀଲ କୁମ୍ଭାର ମୋବାଇଲ ମାଲିକ କୁ ମୋବାଇଲ ଦେଇ ସମାଜ ପାଇଁ ଉଦାହରଣ ର ବାର୍ତ୍ତା ଦେଇଛନ୍ତି। ଏହା ଦେଖି ବୁଦ୍ଧିଜିବି ମହଲରେ ପ୍ରଶଂସାର ପାତ୍ର ହୋଇଛନ୍ତି।

You may have missed