April 30, 2026

ଜିଲ୍ଲାଶ୍ରମବିଭାଗ ପକ୍ଷ ରୁ ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଜିଲ୍ଲା ସ୍ତରୀୟ ସଚେତନତା ବୈଠକ ଅନୁଷ୍ଠିତ

IMG-20230627-WA0014
Share

ଜିଲ୍ଲାଶ୍ରମବିଭାଗ ପକ୍ଷ ରୁ ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଜିଲ୍ଲା ସ୍ତରୀୟ ସଚେତନତା ବୈଠକ ଅନୁଷ୍ଠିତ


ସୁବର୍ଣ୍ଣପୁର ଜିଲ୍ଲାଶ୍ରମବିଭାଗ ପକ୍ଷ ରୁ ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷ ରେ ଜିଲ୍ଲା ସ୍ତରୀୟ ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଜିଲ୍ଲା ସ୍ତରୀୟ ସଚେତନତା ବୈଠକ ଅନୁଷ୍ଠିତ ହୋଇ ଯାଇଛି l ପ୍ରଥମେ ଜିଲ୍ଲାପାଳ ବିମଳେନ୍ଦୁ ରୟେ ଙ୍କ ଉଦଘାଟନ ରେ ଏକ ସଚେତନତା ରଥ ଓ ରେଲି ବାହାରି ସ୍ଥାନୀୟ ଶ୍ରମ କାର୍ଯ୍ୟାଳୟ ରୁ ବାହାରି ସହର ପରିକ୍ରମା କରିଥିଲେ l ପରେ ସ୍ଥାନୀୟ ଡିଆଡିଏ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ଶ୍ରମ ଅଧିକାରୀ ଡିଲେଶ୍ଵର ଖାଖା ଙ୍କ ଅଧ୍ୟକ୍ଷତା ଏକ ସଭା ଅନୁଷ୍ଠିତ ହୋଇଥଲା ଏହି କାର୍ଯ୍ୟକ୍ରମ ରେ ଶଙ୍କରର୍ଷଣ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଏଡିଇଓ ମଞ୍ଜୁଲତା ଭୋଇ, ଲୋକନାଥ ସାହୁ, ସିଡବ୍ଲୁସି ସଭ୍ୟ ହେମନ୍ତ ସାହୁ, ଶାନ୍ତନୁ କର୍ଣ ଏଡିଏଲଓ ସବିତା କୁମାରୀ ନାଏକ,ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ର କେଶବ ମେହେର, ଜିଲ୍ଲା ଚାଇଡ଼ଲାଇନ ବିଭାଗ ର ଅନଙ୍ଗ ନେଗୀ ପ୍ରମୁଖ ଯୋଗ ଦେଇ ଜିଲ୍ଲାରେ କିପରି ଶିଶୁ ଶ୍ରମିକ ପ୍ରଥା କମଯାଇ ପାରିବ ସେଦିଗରେ ଆଲୋକ ପାତ କରିଥିଲି ଲl ଏହି ସଭା ରେ ଏସଏଚଜି ଓ ସମସ୍ତ ଟ୍ରେଡ଼ୟୁନିୟନ କର୍ମଚାରୀ ମାନେ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ଶ୍ରମ ବିଭାଗ ର ସମସ୍ତ କର୍ମଚାରୀ ବିଶେଷ ସହଯୋଗ କରିଥିଲେ l