May 30, 2025

ଯାତ୍ରା ଜଗତ ର ଚର୍ଚିତ ଚେହେରା ପିୟୁଷ ଙ୍କୁ ସମ୍ବର୍ଦ୍ଧନା 

Share

 

ଛତ୍ରପୁର -୨୭/୫/୨୫(ଅରୁଣ କୁମାର ପଣ୍ଡା)ଛତ୍ରପୁର ବ୍ଲକ ବଉଳ ଗାଁ ଗ୍ରାମ ପଂଚାୟତ ଦିବ୍ୟସିଂହ ପୁର ଗ୍ରାମରେ ଶରତ ଚନ୍ଦ୍ର ଶତପଥି ଙ୍କ ପୁତ୍ର ଙ୍କ ବିବାହ ଉତ୍ସବ ରେ ଯୋଗଦେବା ପାଇଁ ଆସିଥିବା ସମୟରେ ଗ୍ରାମ ର ଯୁବକ ସଙ୍ଘ ତରଫରୁ ଯାତ୍ରା ଜଗତର ଚର୍ଚିତ ଚେହେରା ପିୟୁଷ ତ୍ରିପାଠୀ ଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଗ୍ରାମ କମିଟି ସମ୍ପାଦକ ସୁଧାଂଶୁ ଶେଖର ଶତପଥି, ଓ ୟୁ ଜେ ସାଧାରଣ ସମ୍ପାଦକ ସନ୍ତୋଷ ମିଶ୍ର, ପୂର୍ଣ୍ଣ ଚନ୍ଦ୍ର ଶତପଥି, ସ୍ୱାଧୀନ ଶତପଥି, ବିରଞ୍ଚି ନାରାୟଣ ଶତପଥି ଓ ଗ୍ରାମର ଅନ୍ୟ ଯୁବକ ମାନେ ମିଶି ପୁଷ୍ପଗୁଚ୍ଛ ଉତାରିଅ ଦେଇ ସଂମାନ୍ନୀତ କରିଥିଲେ

You may have missed