August 7, 2026

ମହାତ୍ମାଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ସମ୍ପର୍କରେ ସଚେତନତା। 

IMG-20250527-WA0017
Share

 

ବେଗୁନିଆ, ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ରାଧାକାନ୍ତ ପୁର ପଞ୍ଚାୟତର ସୁଆଁଳ ଗ୍ରାମରେ ସାମାଜିକ ସମିକ୍ଷା ବିଷୟରେ ଗ୍ରାମର ଲୋକମାନଙ୍କୁ ବୁଝାଇଥିଲେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମିଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ବିଷୟରେ ବୁଝାଇ ଲୋକମାନଙ୍କୁ କିପରି କାମ ଦିଆଯାଇପାରିବ ସେ ବିଷୟରେ ବୁଝାଇଥିଲେ ଓ ପଦଯାତ୍ରା କରିଥିଲେ ଏଥିରେ ଜିଲ୍ଲାର ସାମାଜିକ ସମିକ୍ଷକ ପ୍ରଦୋସ କୁମାର ମହାରଣା,ବ୍ଲକ ସାମାଜିକ ସମିକ୍ଷକ ସରୋଜ ଘଢେଇ, ADEO ରାଧାକାନ୍ତ ପୁର ଗ୍ରାମପଦାୟତ ବିଣାପାଣି ସ୍ୱାଇଁ,VRP ମାନିନି ସାହୁ,ରଂଜିତା ସାହୁ, ଯୋଗାଣ ସହାୟିକା ଶ୍ରଦ୍ଧାଞଳି ମହାନ୍ତି, ୱାର୍ଡ଼ ମେମ୍ବର ସେମ୍ବର ସନ୍ତୋଷ ଜୟସିଂହ,ରସ୍ମିତା ହରିଚନ୍ଦନ ଯୋଗଦେଇଥିଲେ।

 

ରିପୋଟ-ମାନସ ରଞ୍ଜନ କର।

You may have missed