March 13, 2026

ବଡ଼ଗଡ଼ ଗ୍ରାମରେ ହୋଲି ଉତ୍ସବ..

holl
Share


ଗ୍ରାମର ସମସ୍ତ ବ୍ୟକ୍ତି ମାନେ ସକାଳୁ ନିଜର ପୋଷାକ ବଦଳାଇ ରଙ୍ଗ ଓ ବେ ରଙ୍ଗର ଫୋଗୁ ଧରି ଖୁସି ରେ ଖେଳିବାକୁ ଯାଆନ୍ତି,ଓ ଗ୍ରାମରେ ସମସ୍ତେ ଆସି ଏକାଠି ହୋଇ ଏହି ରଙ୍ଗକୁ ଲଗାଇ ନିଜର ଖୁସିକୁ ଉପଭୋଗ କରି ଥାନ୍ତି,ଓ ସେଥିରେ ସାଉଣ୍ଡୁ ମାଧ୍ୟ୍ୟମରେ ହୋଲି ଗୀତ ଓ ଅନ୍ୟ ଅନ୍ୟ ଗୀତରେ ନାଚି ନାଚି ଗ୍ରାମରେ ସବୁ ସାହି ସାହି ବୁଲି ପରିକ୍ରମ କରି ରଙ୍ଗରେ ରଙ୍ଗିନୀ ହୋଇ ତାପରେ ସମସ୍ତେ ଏକାଠି ହୋଇ ଗୋଟିଏ ସ୍ଥାନରେ ରହି କେକେ ଟିକୁ କାଟି ସମସ୍ତେ ଖୁସି ଉପଭୋଗ କରନ୍ତି,ଓ ଶେଷରେ ହୋଲିର ଦଧୀ ହାଣ୍ଡି ଭାଙ୍ଗିଥାନ୍ତି
(ସୋରଡ଼ା ନିକଟସ୍ଥ ଲଷ୍ମୀପୂର ଗ୍ରାମର ଉତ୍ତମ ନାୟକ ରିପୋର୍ଟ)