March 8, 2026

ମୋହନା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ରେ ହାଜର ହେଲେ ନକ୍ସଲ ନେତା ଡି.କେଶବ ରାଓ@ଆଜାଦ ..

IMG-20260127-WA0040
Share

ଗଜପତି ଜିଲ୍ଲା ମୋହନା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ରେ ହାଜର ହେଲେ ବିଶିଷ୍ଠ ନକ୍ସଲ ନେତା ଡି. କେଶବ ରାଓ ଓରଫ ଆଜାଦ। ଦିବା ୧୨.୫୦ ସମୟରେ କଡା ସୁରକ୍ଷା ବଳୟ ମଧ୍ୟରେ କୋର୍ଟ ରେ ହାଜର କରିଛନ୍ତି ଅଧିକାରୀ ମାନେ। ମୋହନା ବ୍ଲକ ଅନ୍ତର୍ଗତ ଅଡବା ଥାନା ଅଞ୍ଚଳରେ ୨୦୦୯ ମସିହାରୁ ଆରମ୍ଭ କରି ୨୦୧୧ମସିହା ପର୍ଯ୍ୟନ୍ତ ଘଟିଥିବା ନକ୍ସଲ ଘଟଣା ଗୁଡିକରେ ପ୍ରତ୍ୟକ୍ଷ ଭାବେ ଜଡିତ ରହି ଘଟାଇ ଥିବା ୧୭ଟି ଘଟଣାରେ କୋର୍ଟ ରେ ହାଜର ହୋଇଛନ୍ତି।ଓକିଲ ସନ୍ତୋଷ କୁମାର ପାଢ଼ୀ ଆଜାଦ ଙ୍କ ଜାମିନ ଆବେଦନ କରିଥିବା ଜଣାପଡିଛି।