September 26, 2026

ଗୋବରା ଆଳିଆ ସମାଜ ଗୃହ ଉଦଘାଟନ ..

IMG-20250127-WA0066
Share

ବେଲଗୁଣ୍ଠା : ନିଖିଳ ଉତ୍କଳ ଆଳୀୟ ସମାଜ ଗୋବରା ପଲ୍ଲୀପରିଷଦ ର ନୂତନ ସମାଜ ଗୃହ ପ୍ରତିଷ୍ଠା ସହ ଉଦଘାଟନ ହୋଇଯାଇଛି l

ମୁଖ୍ୟଅତିଥି ରୂପେ 47 ନଂ ଯ଼ୋନ ଜ଼ିଲ୍ଲାପରିଷଦ ସଭ୍ୟା ପୂର୍ଣ୍ଣବାସୀ ନାୟକ ଯୋଗଦେଇ ନୂତନ ଗୃହ କୁ ଉଦଘାଟନ କରିଥିଲେ l ଅନ୍ୟତମ ଅତିଥି ରୂପେ ସ୍ଥାନୀୟ ସରପଞ୍ଚ ସୁପ୍ରଭା ନାୟକ, ସମିତି ସଭ୍ୟ ବିଭୁପାଦ ଜେନା,ପୂର୍ବତନ ସରପଞ୍ଚ ଚନ୍ଦ୍ର ଶେଖର ନାୟକ, ପୂର୍ବତନ ସମିତି ସଭ୍ୟ ରାମେଶ୍ୱର ରାଉତ,ସମାଜ ପକ୍ଷରୁ ମଣ୍ଡଳ ସଭାପତି ଅଧ୍ୟାପକ ଦିବ୍ୟାଲୋଚନ ବିଶ୍ୱାଳ, ଜିଲ୍ଲାସଦସ୍ୟ ହରିବନ୍ଧୁ ଲେଙ୍କା,

କୁଞ୍ଜବିହାରୀ ନାୟକ, ସମ୍ପାଦକ କୃଷ୍ଣ ଚନ୍ଦ୍ର ସ୍ୱାଇଁ, କୋଷାଧକ୍ଷ କୁନା ପରିଡା, ଯୁଗ୍ମ ସମ୍ପାଦକ ତଥା ଗୋବରା ସେବା ସମବାୟ ସମିତି ଅଧକ୍ଷ

ରଙ୍କନିଧି ସ୍ୱାଇଁ ଙ୍କ ସମେତ ବିଭିନ୍ନ ପଲ୍ଲୀପରିଷଦ ର ସଭାପତି କର୍ମକର୍ତ୍ତା ଯୋଗଦେଇଥିଲା l ଆଜି ସଭାପତି ଶିବରାମ ରାଉତ ଙ୍କ ଅଧକ୍ଷତା ମୁଖ୍ୟ ପୂଜକ ରୂପେ ପଣ୍ଡିତ ତପନ କୁମାର ଶତପଥୀ ପ୍ରତିଷ୍ଠା କାର୍ଯ୍ୟକ୍ରମ କରିଥିଲେ l କାର୍ଯ୍ୟକ୍ରମ କୁ ଗୋବରା ଉପସଭାପତି ପ୍ରଫୁଲ୍ଲ ଜେନା, ସମ୍ପାଦକ ଦୀନବନ୍ଧୁ ବିଶ୍ୱାଳ, କୋଷାଧକ୍ଷ

ମଦନ ମୋହନ ବିଶ୍ୱାଳ , ଯୁଗ୍ମ ସମ୍ପାଦକ ରମେଶ ମହାନ୍ତି, ସଭ୍ୟ ଦୟାନିଧି ମହାନ୍ତି, ପଲ୍ଲୀପରିଷଦ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ l

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ

You may have missed