June 16, 2026

ମୋ ଜଙ୍ଗଲ ଜମି ଯୋଜନା ତାଲିମ ଶିବିର ଅନୁଷ୍ଠିତ…

jyguhi
Share

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକ ପରିସର ରେ ମୋ ଜଙ୍ଗଲ ଜମି ଯୋଜନା କୁ ନେଇ ଏକ ସଚେତନ ଶିବିର ଅନୁଷ୍ଠିତ ହୋଇ ଯାଇଛି ଏହି ତାଲିମ ଶିବିରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଲଳିତ ମଣ୍ଡଳ ଏବଂ ତହସିଲଦାର ଶ୍ରୀ ତୁଳା ମୁଦୁଲି ହିତାଧିକାରୀ କିପରି ଜଙ୍ଗଲ ଜମି ପଟା ଆବେଦନ କରିପାରିବେ ଏବଂ ରାଜ୍ୟ ସରକାର ଙ୍କ ଜଙ୍ଗଲ ଜମି ଆଇନ 2006ସମ୍ପର୍କ ରେ ତାଲିମ ପ୍ରଦାନ କରିଥିଲେ I କୋରାପୁଟ ସମନ୍ୱିତ ଆଦିବାସୀ ସଂସ୍ଥା ପକ୍ଷରୁ ଆୟୋଜିତ ଏହି ଶିବିର ରେ କୋଟପାଡ଼ ସଂଯୋଜୋକ ଶ୍ରୀ ସତ୍ୟବ୍ରତ ମହାରଣା. ଓ weo ଆକାଶ କୁମାର ଜେନା ଏବଂ କୁନ୍ଦ୍ରା weo ସୁଜ୍ଞାନରଞ୍ଜନ ଜାନି ସଂଯୋଜୋକ ରମେଶ ପାଣି ଗ୍ରାହୀ ଙ୍କ ସମେତ ରାଜସ୍ୱ ଅଧିକାରୀ ଶ୍ରୀ ବୀରେନ୍ଦ୍ର ନାଥ ମଣ୍ଡଳ. ସଙ୍କର ଭତରା. ଜ୍ୟୋତି ରଞ୍ଜନ ମହାନ୍ତି ଲୋକେଶ ବିଶୋଇ. ଅଶ୍ୱିନୀ ମହାପାତ୍ର ଯୋଗ ଦେଇଥିଲେ. ପ୍ରତି ବ୍ଲକ ରୁ ସାତ ଜଣ ଲେଖାଏଁ ଏଫ ଆର ଏ ସଭ୍ୟ ଚୟନ କରାଯାଇଛି ବୋଲି ଜଣାଯାଇଛି I କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଓପାନ୍ତ ଓଡିଶା ଖବର I

You may have missed