November 26, 2024

Day: August 26, 2024

ପବିତ୍ର ଜନ୍ମାଷ୍ଟମୀ ଅବସରରେ ଇନ୍ନର ହୁଇଲ କ୍ଲବ ଶ୍ରୀଜଗନ୍ନାଥ ଧାମ ପକ୍ଷରୁ ଗୋସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ..

ଆଜି ପବିତ୍ର ଜନ୍ମାଷ୍ଟମୀ ଅବସରରେ ଇନ୍ନରହୁଇଲ କ୍ଳବ ଶ୍ରୀଜଗନ୍ନାଥ ଧାମ, ପୁରୀ ପକ୍ଷରୁ ବଡଦାଣ୍ଡ ର ବାଘଆଖଡ଼ା ମଠରେ ଚିକିତ୍ସାଧୀନ ଥିବା ଷଣ୍ଢ, ବଳଦ, ଗାଇମାନଙ୍କୁ ସେବା...

କାଶୀନଗର ଅଞ୍ଚଳରେ କୃଷି ବିଭାଗ ତରଫରୁ ସର୍ବେକ୍ଷଣ କାର୍ଯ୍ୟକ୍ରମ ଚାଲୁ ରହିଛି 

କାଶୀନଗର , ଚଳିତ ଖରିଫ୍ ଋତୁରେ ବର୍ତ୍ତମାନ ରାଜ୍ୟ ସରକାର ସମସ୍ତ ୩୦ଟି ଜିଲ୍ଲାରେ ଅଗଷ୍ଟ ମାସ 16 ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର ମାସ 15...

ଭାରତୀୟ ଜନତା ପାର୍ଟି, ରାହାମା ମଣ୍ଡଳ ପକ୍ଷରୁ ରାହାମାସ୍ଥିତ ଜିତ୍ ମଣ୍ଡପ ଠାରେ ଆୟୋଜିତ ସଦସ୍ୟତା ଅଭିଯାନ – ୨୦୨୪ କର୍ମଶାଳାରେ ଯୋଗଦେଲେ ମାନ୍ୟବର ଶିଳ୍ପମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ସ୍ଵାଇଁ

ଭାରତୀୟ ଜନତା ପାର୍ଟି, ରାହାମା ମଣ୍ଡଳ ପକ୍ଷରୁ ରାହାମାସ୍ଥିତ ଜିତ୍ ମଣ୍ଡପ ଠାରେ ଆୟୋଜିତ ସଦସ୍ୟତା ଅଭିଯାନ - ୨୦୨୪ କର୍ମଶାଳାରେ ଯୋଗଦେଲେ ମାନ୍ୟବର ଶିଳ୍ପମନ୍ତ୍ରୀ ଶ୍ରୀଯୁକ୍ତ...

ବାଇକ୍ ଦୁର୍ଘଟଣାରେ ଦମ୍ପତି ଗୁରୁତର 

  ବୁଗୁଡା : ତା ୨୬/୦୮/୨୪ : ବୁଗୁଡା ଉପକଣ୍ଠସ୍ଥ ତାରୁଟାଙ୍କି ନିକଟରେ ବାଇକ୍ ଦୁର୍ଘଟଣାରେ ସ୍ବାମୀ ଓ ସ୍ତ୍ରୀ ଗୁରୁତର ହୋଇଥିବା ଜଣାଯାଇଛି । ଗୁରୁତର...

ବିଭିନ୍ନ ଦାବି ନେଇv ଓଡ଼ିଶା ଆଦିବାସୀ ମଞ୍ଚ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଲା

    ରାୟଗଡା: ଓଡ଼ିଶା ଆଦିବାସୀ ମଞ୍ଚର ରାଜ୍ୟ ଆବାହିକା ବିଦୁଳତା ହୁଇକାଙ୍କ ନେତୃତ୍ତ୍ଵରେ ଏକ ପ୍ରତିନିଧି ଦଳ ପେସା ନିୟମାବଳୀ ପ୍ରଣୟନ, ବନ୍ଦ ଥିବା ବିଦ୍ୟାଳୟ...

ବିଭିନ୍ନ ଦାବି ନେଇ ଓଡ଼ିଶା ଆଦିବାସୀ ମଞ୍ଚ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଲା

    ରାୟଗଡା: ଓଡ଼ିଶା ଆଦିବାସୀ ମଞ୍ଚର ରାଜ୍ୟ ଆବାହିକା ବିଦୁଳତା ହୁଇକାଙ୍କ ନେତୃତ୍ତ୍ଵରେ ଏକ ପ୍ରତିନିଧି ଦଳ ପେସା ନିୟମାବଳୀ ପ୍ରଣୟନ, ବନ୍ଦ ଥିବା ବିଦ୍ୟାଳୟ...

ଉମରକୋଟ ଠାରେ  ବିଶ୍ୱହିନ୍ଦୁ ପରିଷଦ ତରଫରୁ ଜନ୍ମlଷ୍ଟାମୀ ପାଳନ……….. 

ଉମରକୋଟ:- ବୁଶ୍ୱହିନ୍ଦୁ ପରିଷଦ, ଉମରକୋଟ ତରଫରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ମହା ସମାରୋହରେ ସ୍ଥାନୀୟ ଗୁଲିପାଟଣା ବାବା ବୈଦ୍ୟନାଥ ଶିବ ମନ୍ଦିର...

ଜନ୍ମାଷ୍ଟମୀ ଅବସରରେ ଶିଶୁ କିଶୋର ସାହିତ୍ୟ ଏକାଡେମୀର ଦ୍ଵିତୀୟ ବାର୍ଷିକ ଉତ୍ସବ ସ୍ଥାନୀୟ ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଯାଇଛି.

ପୁରୀ ---26.8 ପବିତ୍ର ଜନ୍ମାଷ୍ଟମୀ ଅବସରରେ ଶିଶୁ କିଶୋର ସାହିତ୍ୟ ଏକାଡେମୀର ଦ୍ଵିତୀୟ ବାର୍ଷିକ ଉତ୍ସବ ସ୍ଥାନୀୟ ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଯାଇଛି. ବିଶିଷ୍ଟ ସାହିତ୍ୟିକ ଦାଶ...

ଶିଶୁଯତ୍ନ ଅନ୍ତେବାସୀ ପାଳିଲେ ଜନ୍ମାଷ୍ଟମୀ

  ଗୁଣୁପୁର ,-(ସୁରେନ୍ଦ୍ର ମହାନ୍ତି )ଆଜି ପବିତ୍ର ଜନ୍ମାଷ୍ଟମୀ । ଭଗବାନ ଶ୍ରୀକୃଷ୍ଣ ଙ୍କ ଜନ୍ମତ୍ସଵ । ସାରା ଦେଶ ପାଳୁଛି ଜନ୍ମାଷ୍ଟମୀ । ରାୟଗଡା ଜିଲ୍ଲା...

ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ 

ବୁଗୁଡ଼ା : ତା ୨୬/୦୮/୨୪ : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶିଶୁ ବାଟିକା ପକ୍ଷରୁ ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ଆନନ୍ଦ-ଉଲ୍ଲାସରେ ପାଳିତ...

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.