June 17, 2026

ଦେଉଡ଼ାଗ୍ରାମ ରେ କ୍ରିକେଟ ପ୍ରତିଯୋଗିତାରେ ବିଜୟୀ ଦଳକୁ ଟ୍ରଫିସହ ମାନପତ୍ର ପ୍ରଦାନ…

bhulll
Share

କୋରାପୁଟ ଜିଲ୍ଲା ଛତିଶଗଡ଼ ସୀମାନ୍ତରେ ଥିବା କୋଟପାଡ଼ ବ୍ଲକର ଚାନ୍ଦିଲି ଗ୍ରାମ ପଞ୍ଚାୟତ ଦେଉଡ଼ା ଗ୍ରାମ ଠାରେ କ୍ରିକେଟ ପ୍ରତିଯୋଗିତା ର ଫାଇନାଲ ମ୍ୟାଚରେ ଏସଡିସି ଅଧକ୍ଷ ଚନ୍ଦ୍ର ଶେଖର ମାଝୀ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ତ୍ରିପତି ଚାଲାଣ, ସ୍ଥାନୀୟ ସରପଞ୍ଚ ସୁଶ୍ରୀ ପୁଷ୍ପା ପୂଜାରୀ,ସମିତି ସଭ୍ୟା ମିଲକା ଯାଇଫୁଲ,ବିଜେଡି ର ଯୁବ ନେତା ଶ୍ରୀ ପଦ୍ମନ ବିଶୋଇ,ପୂର୍ବତନ ସରପଞ୍ଚ ଗୋପାଳ ପୂଜାରୀ,ବିରେନ ବିଶୋଇ,ବ୍ଲକ ଉପାଧକ୍ଷ ତପନ
ପାଣିଗ୍ରାହି,ବିଜେଡିର ବ୍ଲକ କାର୍ଯ୍ୟକାରି ସଭାପତି ଶ୍ରୀ ମହମ୍ମଦ ସଲିମ,ଯୁବ ସଂଗଠକ ଶ୍ରୀ ପ୍ରଶାନ୍ତ ପଟ୍ଟନାୟକ ଯୋଗ ଦେଇ ବିଜୟୀ ଦଳ କୁ ଟ୍ରଫି ସହ ପାନପତ୍ର ପ୍ରଦାନ କରି ଥିବାର ଜଣାଯାଇଛି I
(କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର )