March 10, 2026

ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଠାରେ ମିଶନ ଶକ୍ତି ମହିଳାଙ୍କୁ ସହାୟତା, ପଟ୍ଟା ବଣ୍ଟନ

IMG-20230326-WA0016
Share

ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଠାରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ମିଶନ ଶକ୍ତି ମହିଳାଙ୍କୁ ସହାୟତା, ପଟ୍ଟା ବଣ୍ଟନ ଏବଂ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ,ବିଧାୟିକା କବିସୂର୍ଯ୍ୟନଗର ଲତିକା ପ୍ରଧାନ,ବିଧାୟିକା ଖଲ୍ଲିକୋଟ ସୂର୍ଯ୍ୟମଣି ବୈଦ୍ୟ,ବିଧାୟିକା ଆସିକା ମଞ୍ଜୁଳା ସ୍ଵାଇଁ, ବିଧାୟକ ସୋରଡ଼ା ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଉପସ୍ଥିତ ଥିଲେ ।ତା:୨୬/୦୩/୨୦୨୩