March 10, 2026
ajiro khabar
Share

 

 

୧-ଭୁବନେଶ୍ୱର:ଆଜିଠୁ ମହାନଦୀ ଜଳ ବିବାଦ ପ୍ରାଧିକରଣ ଦଳଙ୍କ ୫ ଦିନିଆ ଓଡିଶା ଗସ୍ତ।

 

୨-କଟକ:ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ଫଳ ପ୍ରକାଶ।

 

୩-BMCର ବଜେଟ୍ ୧୦୫୦ କୋଟି,୧୨.୬୫% ଆୟ ବୃଦ୍ଧି ପାଇଁ ସରକାରଙ୍କ ପ୍ରସ୍ତାବ।

 

୪-ଭୁବନେଶ୍ୱର:ଟୋକନ କଣ୍ଟ ସରିଗଲେ ମିଳିବ ଆହୁରି ୧୫ ଦିନ ସମୟ, ଚାଷୀମାନେ ବିନା ଅସୁବିଧାରେ କରିପାରିବେ ଧାନ ବିକ୍ରି।

 

୫-ଦେବଗଡ଼:୨୫ କୋଟି ଟଙ୍କାର ଅଫିମ ଗଛ ନଷ୍ଟ କଲା ଅବକାରୀ ବିଭାଗ; ୨ ଏକର ସରକାରୀ ଜମିରେ ହୋଇଥିଲା ଚାଷ।

 

୬-ଭୁବନେଶ୍ୱର:ହୋର୍ଡିଂ ଭୁଶୁଡ଼ି ମୃତ୍ୟୁ ଘଟଣାରେ ୪ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ମିଳିବ।

 

୭-ବାୟୁସେନାରେ ୧ ବର୍ଷ ବଢ଼ିଲା ଅଗ୍ନିବୀର ଆବେଦନକାରୀଙ୍କ ବୟସ ସୀମା

 

୮-କେନ୍ଦ୍ରାପଡ଼ା:ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ ପାଇଁ ୧ କୋଟି ଟଙ୍କା ମଞ୍ଜୁର କଲେ ରାଜ୍ୟ ସରକାର।

 

୯-ପାରାଦୀପ କୋଠାତଳୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ମାମଲାର ଫିଟୁଛି ରହସ୍ୟ, ଦୁଷ୍କର୍ମ ପରେ ଛାତରୁ ଠେଲି ହତ୍ୟା ଅଭିଯୋଗ।

 

୧୦-ନବରଙ୍ଗପୁର:ଝିଅ ଅନ୍ୟ ଜାତିରେ ବାହା ହୋଇଥିବାରୁ ବାପାର ମୃତଦେହକୁ କାନ୍ଧ ଦେଲେନି ସାହି ପଡ଼ିଶା।

 

୧୧-କଟକ:ଓଡ଼ିଶା ଭିଜିଲାନ୍ସ ଇତିହାସରେ ସବୁଠାରୁ ବଡ଼ ନଗଦ ଜବତ, ଖଣି ଅଫିସର ଦେଵବ୍ରତ ମହାନ୍ତିଙ୍କ ଘରୁ ମିଳିଲା ୪ କୋଟି ୨୭ଲକ୍ଷ କ୍ୟାସ୍।

 

୧୨-ମିଲର୍ସଙ୍କ ଚାଉଳ ନେଉନି FCI; ସରକାରଙ୍କୁ ଦାବିପତ୍ର ପ୍ରଦାନ କଲେ ସୁବର୍ଣ୍ଣପୁର ମିଲର୍ସ ଆସୋସିଏସନ୍‌।

 

୧୩-କଲମ୍ବୋ: ଶ୍ରୀଲଙ୍କାର ବିଦାୟ, ସେମିଫାଇନାଲ ଦୌଡ଼ରେ ନ୍ୟୁଜଲାଣ୍ଡ।

 

୧୪-ଅହମଦାବାଦ:ଆଜି ସେମିଫାଇନାଲ ଲକ୍ଷରେ ଲଢ଼ିବେ ଓ୍ବେଷ୍ଟ ଇଣ୍ଡିଜ୍ ଓ ଦକ୍ଷିଣ ଆଫ୍ରିକା।

 

୧୫-ବିହାର, ବକ୍ସର ଜିଲ୍ଲା:ବିବାହ ଉତ୍ସବରେ ଜଘନ୍ୟ କାଣ୍ଡ; ମଞ୍ଚରେ ବରଣମାଳା ବେଳେ କନ୍ୟାକୁ ଗୁଳିମାଡ଼ କଲା ପ୍ରେମିକ।

 

୧୬-ମୁମ୍ବାଇ:ଫଳ ଉପରେ ଲଗାଉଥିଲେ ମୂଷା ମରା ଔଷଧ, ଦୁଇ ବ୍ୟବସାୟୀଙ୍କୁ ବାନ୍ଧିଲା ପୁଲିସ୍‌।

 

୧୭-କିଶୋରୀଙ୍କୁ ମିଳିବ ସର୍ଭିକାଲ କ୍ୟାନ୍ସର ବା ଜରାୟୁ କର୍କଟ ଟୀକା । ଆସନ୍ତା ୨୮ରେ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

 

୧୮-NCERT ବହିରୁ ହଟିବ ବିବାଦୀୟ ଅଧ୍ୟାୟ : ନ୍ୟାୟପାଳିକାରେ ଦୁର୍ନୀତି ଚାପ୍ଟରକୁ ନେଇ ବର୍ଷିଥିଲେ ସୁପ୍ରିମକୋର୍ଟ।

 

୧୯-ନୂଆ ଦିଲ୍ଲୀ:ବିରଳ ମହାଜାଗତିକ ଘଟଣା: ଶନିବାର ଏକାଠି ଦିଶିବେ ୬ ଗ୍ରହ।

 

୨୦-ଚେନ୍ନାଇ: ଇଣ୍ଡିଗୋ ବିମାନରେ ୫ ଘଣ୍ଟା ଫସି ରହିଲେ ୨୦୦ ଯାତ୍ରୀ।