May 14, 2026

ମୋହନା ଯୋର୍ଣ୍ଣାଲିଷ୍ଟ ୟୁନିଅନ ର ସାଧାରଣତନ୍ତ୍ର ଦିବସ ପାଳନ ..

IMG-20250126-WA0038
Share

ଆଜି ମୋହନା ଯୋର୍ଣାଲିଷ୍ଟ ୟୁନିଅନ୍ ଦ୍ଵାରା ୭୬ ତମ ସାଧାରଣତନ୍ତ୍ର ଦିବସ ଆଡମ୍ବର ସହ ପାଳନ ହୋଇଯାଇଛି। ସ୍ଥାନୀୟ ରେଞ୍ଜର ଲକ୍ଷ୍ମୀ ପ୍ରସାଦ ବିଷୋୟୀ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଜାତୀୟ ପତାକା ଉତ୍ତୋଳନ କରି ଉପସ୍ଥିତ ସାମ୍ବାଦିକ ମାନଙ୍କୁ କର୍ତ୍ତବ୍ୟ ନିଷ୍ଟ ହୋଇ ଦେଶର ସ୍ଵାଧୀନତା ଏବଂ ଗଣତନ୍ତ୍ର କୁ ବଞ୍ଚାଇ ରଖିବା ନିମନ୍ତେ ସାମ୍ବାଦିକଙ୍କ ପ୍ରମୁଖ ଭୂମିକା ଥିବା ପ୍ରକାସ କରିଥିଲେ। ଏହି ଉତ୍ସବରେ ସଭାପତି,ସମ୍ପାଦକ, ଆଇନ ପରାମର୍ଶଦାତା ଙ୍କ ସମେତ ସମସ୍ତ ସାମ୍ବାଦିକ ଉପସ୍ଥିତ ଥିଲେ।