March 10, 2026

ପ୍ରାରମ୍ଭ କଂସେପ୍ଟ ପ୍ଲେ ସ୍କୁଲର ବାର୍ଷିକ ଉତ୍ସବରେ ସଂମ୍ମାନିତ ହେଲେ ବିଶିଷ୍ଟ ସମାଜସେବୀ ଶୁଚିସ୍ମିତା ବଡ଼ଜେନା..

IMG-20251225-WA0038
Share

 

ଖୋର୍ଦ୍ଧା,_(ପ୍ରିୟଙ୍କା ମହାପାତ୍ର) ଖୋର୍ଦ୍ଧା ଜ଼ୀଲ୍ଳାର “ପ୍ରାରମ୍ଭ କଂସେପ୍ଟ ସ୍କୁଲ” ଏବଂ “ସନବିମ ପବ୍ଲିକ ସ୍କୁଲ” ଅନୀକୁଲ୍ୟରେ ଷଷ୍ଠ ବାର୍ଷିକ ଉଚ୍ଚବ “ଧୁମ ୨୦୨୫” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ଦୁଇ ଦିନ, ଅର୍ଥାତ ୨୩ ଏବଂ ୨୪ ଡିସେମ୍ବର ରେ ବହୁ ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ “ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ” ର ସହକାରୀ ନିର୍ଦ୍ଦେଶକ ବନ୍ଦିତା ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ ଥିଲେ ସମାଜସେବୀ ନିକୁଞ୍ଜ ପଟ୍ଟନାୟକ। ଉକ୍ତ କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ଶୁଚିସ୍ମିତା ବଡ଼ଜେନାଙ୍କୁ ବିଶେଷ ଭାବେ ସମ୍ମାନିତ କରାଯାଇଥିଲା।