April 27, 2026

ସତ୍ୟ ଗୋପାଳ ପରିଜା ବିଶ୍ଵ ଭାତୃତ୍ବ ଆମ୍ବାସାଡ଼ର ନିଯୁକ୍ତ 

IMG-20251125-WA0017
Share

ତିର୍ତ୍ତୋଲ ଆମ ଅଞ୍ଚଳ ତିର୍ତ୍ତୋଲ ଥାନା ଅନ୍ତର୍ଗତ ତେନ୍ତୁଳିପଦା ପଞ୍ଚାୟତ ତଥା ଗ୍ରାମର ସ୍ବର୍ଗତ ଗିରୀଶ ଚନ୍ଦ୍ର ପରିଜା ଓ ମା ବିଦ୍ୟୁତ୍ ପ୍ରଭା ପରିଜାଙ୍କ ପୁତ୍ର ତଥା ସାହିତ୍ୟ ସଂସ୍କ୍ରୁତି ସଂଗଠକ ବିକାଶ ଚନ୍ଦ୍ର ପରିଜାଙ୍କ ସାନଭାଇ ଜଗତ୍ସିଂହପୁର ଜିଲାର ଜସସ୍ବୀ ସମାଜ ସେବୀ ଦୀର୍ଘ ୧୫ ବର୍ଷ ହେବ ଆନ୍ତର୍ଜାତୀୟ ରୋଟାରୀ କ୍ଲବ ଓ ୱାଇଜମ୍ୟାନ କ୍ଲବ ସଂଗଠନ ସହ ଅନୁବନ୍ଧିତ ରହି ସେବା କାର୍ଯ୍ୟରେ ବ୍ରତି ରହିଥିଲେ ! ଏବେ ସେ ୱାଇଜମ୍ୟାନ ଆନ୍ତର୍ଜାତୀୟ କ୍ଲବର ଜିଲ୍ଲା ଗଭର୍ଣ୍ଣର ଅବସ୍ଥାପିତ ଥିବା ବେଳେ ଓଡିଶାରୁ ଏକମାତ୍ର ଓଡିଆ ଭାବେ ଚୟନ କରାଯାଇ ଆସନ୍ତା ବର୍ଷ ସେପ୍ଟେମ୍ବର ତା‐୧୦‐‐୧୪/୨୦୨୬ ରିଖ ପର୍ଯ୍ୟନ୍ତ ଦୁବାଇ ଠାରେ ଅନୁଷ୍ଠିତ ସମ୍ମିଳନୀରେ”ବିଶ୍ବ ଭାତ୍ରୁତ୍ବ ଆମ୍ବାସାଡର” ଭାବେ ଯୋଗ ଦେବେ