November 26, 2024

Day: September 25, 2024

ନବରଙ୍ଗପୁର ଜିଲ୍ଲାର ଆନ୍ତ ଜିଲ୍ଲା ସାହାଣୀ କପ ଫୁଟବଲର ପ୍ରଥମ ମ୍ୟାଚରେ ଦମଦାର ପ୍ରଦର୍ଶନ…..

ନବରଙ୍ଗପୁର -(ଏମ୍.ଦିନା°ଶୁ ଆଚାରୀ) ରାଜ୍ୟ ଫୁଟବଲ ସଂଘ ଆନୁକୁଲ୍ୟରେ ସୁନ୍ଦରଗଡ ଠାରେ ଚାଲିଥିବା ଆନ୍ତ ଜିଲ୍ଲା ସାହାଣୀ କପର ନିଜର ପ୍ରାରମ୍ଭିକ ମ୍ୟାଚରେ ନବରଙ୍ଗପୁର ଜିଲ୍ଲା ଦଳ...

ନବରଙ୍ଗପୁରରେ ଆଇସେଟ୍ ସଂସ୍ଥା ଦ୍ଵାରା କୌଶଳ ବିକାଶ ଯାତ୍ରା ଅନୁଷ୍ଠିତ……….               

  ନବରଙ୍ଗପୁର :-(ଏମ୍.ଦିନା°ଶୁ ଆଚାରୀ) ସ୍ଥାନୀୟ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ଠାରେ କୌଶଳ ବିକାଶ ଯାତ୍ରା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । କୌଶଳ ବିକାଶ ଏବଂ ଉଚ୍ଚଶିକ୍ଷା...

ଚଳିତ ମାସ 25 09 2024 ତାରିଖ ଦିନ ଗୁଣପୁର ଠାରେ ଗୁଣପୁର ଓ ଗଜପତି ଜିଲ୍ଲାର ଟ୍ରାକ୍ଟଟର ମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଚଳିତ ମାସ 25 09 2024 ତାରିଖ ଦିନ ଗୁଣପୁର ଠାରେ ଗୁଣପୁର ଓ ଗଜପତି ଜିଲ୍ଲାର ଟ୍ରାକ୍ଟଟର ମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ...

ସହର ଭିତରେ କୁତ୍ରିମ ହ୍ରଦ, ନିଦ ଭାଙ୍ଗୁନି ପୂର୍ତ୍ତ ବିଭାଗର 

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ ): ସମ୍ବଲପୁର ସହରରେ ସାଧାରଣ ସମସ୍ୟା ସମାଧାନ ବି ଦିନକୁ ଦିନ ଦୁର୍ଲଭ ବ୍ୟାପାର ହୋଇଗଲାଣି l ବିଗତ ଦିନରେ ଯେଉଁ ଅଂଚଳ ରେ...

କୁଜଙ୍ଗ ବ୍ଳକରେ ସାମ୍ୱାଦିକ ସଂଘର ନୂତନ କର୍ମକର୍ତ୍ତା ଚୟନ……

  କୁଜଙ୍ଗ:ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ କୁଜଙ୍ଗ ବନ ବିଭାଗ ଡ଼ାକ ବଙ୍ଗଳା ପରିସରରେ ଆଜି ଅଲ ଓଡ଼ିଶା ସାମ୍ୱାଦିକ ସଙ୍ଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ...

ସମ୍ୱଲପୁର ଜିଲ୍ଲାରେ ୨୬ ତାରିଖ ୧୨ ଘଣ୍ଟା ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବ

    ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ ): ଓଡ଼ିଶା ଜଳ ବିଦ୍ୟୁତ୍ ନିଗମ ଲିମିଟେଡ (ଓ.ଏଚ୍.ପି.ସି) ପକ୍ଷରୁ ୧୩୨/୩୩ କେ.ଭି. ଚିପିଲିମା ୟୁନିଟର ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି ସମ୍ୱଲପୁର...

ଅନ୍ଧ ବିଶ୍ବାସର ଦାରୁଣ ପରିଣତି, ସାପ କାମୁଡାରେ ମୋହନା ବ୍ଲକ ଘୋଡ଼ାପଙ୍କା ଗାଁର ଅଙ୍ଗନୱାଡି କର୍ମୀଙ୍କ ମୁତ୍ୟୁ   

    ପାରଳାଖେମୁଣ୍ଡି:୨୫/୯(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଳାର ଗ୍ରାମାଞ୍ଚଳ ଅ ଗୁଡିକରେ ବର୍ତ୍ତମାନ ସୁଦ୍ଧା ଲୋକଙ୍କୁ ଆବଶ୍ୟକ ସଚେତନ କରାଯାଉନାହିଁ. ଏଣୁ ଲୋକେ ବର୍ତ୍ତମାନ ସୁଦ୍ଧା...

ପ୍ରଫୁଲ୍ଲ ପଣ୍ଡାଙ୍କ ପରିବାରଙ୍କୁ ଭେଟିଲେ ବିଶିଷ୍ଟ କୃଷି ବୈଜ୍ଞାନିକ _ ଡକ୍ଟର ଦାମୋଦର ପରିଡ଼ା 

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ):ହୃଦ୍ ରୋଗରେ ଆକ୍ରାନ୍ତ ଥିବା ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ କୁମାର ପଣ୍ଡା ଙ୍କୁ ବିଶିଷ୍ଟ କୃଷି ବୈଜ୍ଞାନିକ ଡଃ ଦାମୋଦର ପରିଡ଼ା ତାଙ୍କ ମୋଦୀପଡ଼ା ବାସ...

ପାଳନ ହେଲା ପୁଅ ଜିଉନ୍ତିଆ:ପୁଅର ଶୁଭ ମନାସିଲେ ମା, ପଶ୍ଚିମ ଓଡିଶା ଉତ୍ସବ ମୁଖର  

  ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ):ପଶ୍ଚିମ ଓଡିଶା ରେ ଆଜି ପବିତ୍ର ମୂଳାଷ୍ଟମୀ ବା ପୁଅ ଜିଉନ୍ତିଆ ବିଭିନ୍ନ ଅଞ୍ଚଳ ରେ ଭକ୍ତି ସହକାରେ ପାଳନ ହୋଇଛି । ଏହି...

ଆନ୍ଧ୍ର ପ୍ରଦେଶ ଦମ୍ପତ୍ତିଙ୍କ ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ

  ପାରଳାଖେମୁଣ୍ଡି, ଆଜି ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର 56 ତମ ଶିଶୁକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ପୋଷ୍ୟ ସନ୍ତାନ ଭାବେ...

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.