March 9, 2026

ମୋହନା ବ୍ଲକରେ ଭିନ୍ନକ୍ଷମ ମାନଙ୍କୁ ଉପକରଣ ବଣ୍ଟନ ..

IMG-20240925-WA0052
Share

             ଗଜପତି ଜିଲ୍ଲା ମୋହନା ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟରେ ସ୍ଥାନୀୟ ଗୋଷ୍ଟି ଉନ୍ନୟନ ଅଧିକାରୀ ରାଜୀବ ଦାସ ନିଜ ସହକର୍ମୀ ମାନଙ୍କ ସହାୟତାରେ ବ୍ଲକ ଅଞ୍ଚଳର ବିଭିନ୍ନ ପ୍ରକାର ଭିନ୍ନକ୍ଷମ ମାନଙ୍କୁ ଉପକରଣ ବଣ୍ଟନ କରିଛନ୍ତି। ସେଥି ମଧ୍ୟରୁ ଟ୍ରାଇ-ସାଇକେଲ ୫୧ ଜଣଙ୍କୁ ପ୍ରଦାନ କରିଥିବା ବେଳେ

ହ୍ୱିଲ-ଚେୟାର ୧୫, ସିପି ହ୍ବିଲ ଚେୟାର ୧୦, ବ୍ଲାଇଣ୍ଡ ଷ୍ଟିକ୍ ୨, କ୍ରୁଚୁ ୮ ଜଣ ଙ୍କୁ ପ୍ରଦାନ କରିଥିବା ଶ୍ରବଣ ଯନ୍ତ୍ର ୧୧ ଜଣଙ୍କୁ ପ୍ରଦାନ କରିଥିବା ବେଳେ ଏହି ସହାୟତା ପାଇ ଗୋଷ୍ଟି ଉନ୍ନୟନ ଅଧିକାରୀ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ସହାୟତା ପାଇ ଥିଲା ବ୍ୟକ୍ତି ମାନେ।